ETV Bharat / sports

Tokyo Olympics: ପଦକ ଦୌଡରେ ଗଲ୍‌ଫର ଅଦିତି ଅଶୋକ

author img

By

Published : Aug 6, 2021, 1:26 PM IST

ଟୋକିଓ ଅଲମ୍ପିକ୍‌ରେ ପଦକ ଦୌଡରେ ରହିଛନ୍ତି ଯୁବ ଭାରତୀୟ ମହିଳା ଗଲ୍‌ଫର ଅଦିତି ଅଶୋକ । ଅଧିକ ପଢନ୍ତୁ...

Tokyo Olympics: Aditi Ashok eyes a podium finish as golfer stands 2nd at the end of Rd 3
Tokyo Olympics: ପଦକ ଦୌଡରେ ଗୋଲ୍‌ଫର ଅଦିତି ଅଶୋକ

ଟୋକିଓ: ଚଳିତ ଟୋକିଓ ଅଲମ୍ପିକ୍‌ରେ ପଦକ ଦୌଡରେ ରହିଛନ୍ତି ଯୁବ ଭାରତୀୟ ମହିଳା ଗଲ୍‌ଫର ଅଦିତି ଅଶୋକ । ମହିଳା ବ୍ୟକ୍ତିଗତ ବର୍ଗର ଷ୍ଟ୍ରୋକ୍‌ ପ୍ଲେ ରାଉଣ୍ଡ ୩ ରେ ଅଦିତି ଜବରଦସ୍ତ ପ୍ରଦର୍ଶନ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

୨୩ ବର୍ଷୀୟା ଅଦିତି ନ୍ୟୁଜିଲାଣ୍ଡ ଖେଳାଳିଙ୍କ ପଛରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ତେବେ ଅଦିତିଙ୍କ ଠାରୁ ଜଣେ ଅଷ୍ଟ୍ରେଲୀୟ, ଜଣେ ଜାପାନିଜ ଓ ଜଣେ ଡାନିସ ଗଲଫର ତୃତୀୟ ସ୍ଥାନରେ ରହିଛନ୍ତି । ଭାରତୀୟ ଯୁବ ମହିଳା ଗଲଫର ତୃତୀୟ ରାଉଣ୍ଡରେ ୬୮(-3) ପଏଣ୍ଟ ସହ ତୃତୀୟ ଦିନ ଶେଷ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.