ETV Bharat / sports

Tokyo 2020: ସ୍ବିମିଂ ସେମିଫାଇନାଲରୁ ବଞ୍ଚିତ ସାଜନ ପ୍ରକାଶ

ଭାରତୀୟ ସନ୍ତରଣକାରୀ ସାଜନ ପ୍ରକାଶ ୧୦୦ ମିଟର ବଟରଫ୍ଲାଏ ଇଭେଣ୍ଟର ହିଟ୍‌ ୨ରେ ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ । ଅଧିକ ପଢନ୍ତୁ...

TOKYO 2020 SAJAN PRAKASH FAILS TO QUALIFY FOR SEMIFINALS
Tokyo 2020: ସୁଇମିଂ- ସେମିଫାଇନାଲରୁ ବଞ୍ଚିତ ସାଜନ ପ୍ରକାଶ
author img

By

Published : Jul 29, 2021, 5:28 PM IST

ଟୋକିଓ: ଭାରତୀୟ ସନ୍ତରଣକାରୀ ସାଜନ ପ୍ରକାଶ ୧୦୦ ମିଟର ବଟରଫ୍ଲାଏ ଇଭେଣ୍ଟର ହିଟ୍‌ ୨ରେ ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି । ମାତ୍ର ଚଳିତ ଟୋକିଓ ଅଲମ୍ପିକରେ ଏହି ଇଭେଣ୍ଟର ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି ।

ଘାନାର ଅବେକୁ ଜାକସନ ୫୩.୩୯ଙ୍କ ସମୟ ନେଇଥିବାବେଳେ କେରଳର ସାଜନ ପ୍ରକାଶ ୫୩.୪୫ ସେକେଣ୍ଡ ସମୟ ନେଇଥିଲେ । ୧୦୦ ମିଟର ବଟରଫ୍ଲାଏ ଇଭେଣ୍ଟରେ ମୋଟ ୮ଟି ହିଟ୍‌ ହୋଇଥିଲା ।

ସାଜନ ୨୦୦ ମିଟର ବଟରଫ୍ଲାଏରେ ନିଜର ହିଟ୍‌ରେ ଚତୁର୍ଥ ସ୍ଥାନରେ ରହିଥିଲେ ଓ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ବିଫଳ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.