ଲକ୍ଷ୍ନୌ(ଉତ୍ତର ପ୍ରଦେଶ): ଚଳିତ ସୟଦ ମୋଦି ଇଣ୍ଟରନ୍ୟାସନାଲ(Syed Modi International) ୨୦୨୨ ଟୁର୍ନାମେଣ୍ଟରେ ଭାରତୀୟ ଯୋଡିଙ୍କ କମାଲ । ଇଶାନ ଭଟନଗର ଓ ତନିଶା କ୍ରାଷ୍ଟୋ ମିକ୍ସଡ ଡବଲ୍ସ ଟାଇଟେଲ(mixed double's title) ହାତେଇଛନ୍ତି ।
-
Ishaan / Tanisha lift the #SyedModi2022 Title 🏆#IshaanBhatnagar/ #TanishaCrasto clinch the Mixed Doubles Title of #SyedModiInternational2022 by defeating compatriots T. Hema Nagendra / Srivedya 21-16, 21-12 in 🕚 29 mins
— SAI Media (@Media_SAI) January 23, 2022 " class="align-text-top noRightClick twitterSection" data="
Congratulations to the duo 👏 #IndianSports #badminton pic.twitter.com/YIeI0Genow
">Ishaan / Tanisha lift the #SyedModi2022 Title 🏆#IshaanBhatnagar/ #TanishaCrasto clinch the Mixed Doubles Title of #SyedModiInternational2022 by defeating compatriots T. Hema Nagendra / Srivedya 21-16, 21-12 in 🕚 29 mins
— SAI Media (@Media_SAI) January 23, 2022
Congratulations to the duo 👏 #IndianSports #badminton pic.twitter.com/YIeI0GenowIshaan / Tanisha lift the #SyedModi2022 Title 🏆#IshaanBhatnagar/ #TanishaCrasto clinch the Mixed Doubles Title of #SyedModiInternational2022 by defeating compatriots T. Hema Nagendra / Srivedya 21-16, 21-12 in 🕚 29 mins
— SAI Media (@Media_SAI) January 23, 2022
Congratulations to the duo 👏 #IndianSports #badminton pic.twitter.com/YIeI0Genow
ଲକ୍ଷ୍ନୌର ବାବୁ ବନାରସି ଇନ୍ଡୋର ଷ୍ଟାଡିୟମରେ ଇଶାନ ଓ ତନିଶା ଯୋଡି ଫାଇନାଲ ମୁକାବିଲାରେ ଟି ହେମା ନଗେନ୍ଦ୍ର ଓ ଶ୍ରୀବେଦ୍ୟଙ୍କୁ ୨୧-୧୬, ୨୧-୧୨ ସିଧାସଳଖ ସେଟ୍ରେ ଏକତରଫା ହରାଇ ଚମ୍ପିଆନ ହୋଇଛନ୍ତି । ଏହି ମ୍ୟାଚ୍ ୨୯ ମିନିଟ୍ ଧରି ଖେଳାଯାଇଥିଲା ।
ଏହାମଧ୍ୟ ପଢନ୍ତୁ: Australian Open: ମିକ୍ସଡ ଡବଲ୍ସ କ୍ବାର୍ଟର-ଫାଇନାଲରେ ସାନିଆ-ରାଜୀବ ଯୋଡି
ରବିବାର ମହିଳା ସିଙ୍ଗଲ ହାଇଭୋଲଟେଜ ଫାଇନାଲ ମୁକାବିଲା ପିଭି ସିନ୍ଧୁ ଓ ମାଳବିକା ବଂଶଦଙ୍କ ମଧ୍ୟରେ ଖେଳାଯିବ । ଋଷିଆର ଏଭଜେନିୟା କୋସତକୟାଙ୍କୁ ୨୧-୧୧ରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି ସିନ୍ଧୁ ।