ETV Bharat / sports

ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା: ପୁରୁଷରେ କଟକ, ମହିଳାରେ କୁଆଖିଆ ଦଳ ଚମ୍ପିଆନ - କବାଡି ପ୍ରତିଯୋଗିତାରେ କଟକ ଚମ୍ପିଆନ

ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତାରେ ପୁରୁଷ ବିଭାଗରେ କଟକ ଓ ମହିଳା ବିଭାଗରେ କୁଆଖିଆ ଦଳ ଚମ୍ପିଆନ ହୋଇଛନ୍ତି । ଉଭୟ ବର୍ଗରେ ୧୬ଟି ଦଳ ଅଂଶଗ୍ରହଣ କରି ଦିବାରାତ୍ର ମ୍ୟାଚ ଖେଳିଥିଲେ ।

kabaddi-tournament
kabaddi-tournament
author img

By

Published : Feb 11, 2020, 8:06 PM IST

ଯାଜପୁର: ରାଜ୍ୟସ୍ତରୀୟ ଅଶୋକ ଦାସ ସ୍ମାରକୀ ପୁରୁଷ ଓ ମହିଳା କବାଡି ପ୍ରତିଯୋଗିତା ଉଦ୍‌ଯାପିତ । ପୁରୁଷ ବିଭାଗରେ କଟକ ଓ ମହିଳା ବିଭାଗରେ କୁଆଖିଆ ଦଳ ଚମ୍ପିଆନ ହୋଇଛି । ଯାଜପୁର ବାଳାଶ୍ରମ ପଡିଆରେ ମା' ବିରଜା ୟୁଥ୍ କ୍ଲବ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍‌ଯାପିତ

ଚଳିତ ବର୍ଷ ଉଭୟ ବର୍ଗରେ ୧୬ଟି ଦଳ ଅଂଶଗ୍ରହଣ କରି ଦିବାରାତ୍ର ମ୍ୟାଚ ଖେଳିଥିଲେ । ଉଦ୍‌ଯାପନୀ ସଂନ୍ଧ୍ୟାରେ ଅତିଥିମାନେ ଉଭୟ ଚମ୍ପିଆନ ଓ ରନର୍ସ ଅପ ଦଳକୁ ଟ୍ରଫି ସହିତ ନଗଦ ରାଶି ପ୍ରଦାନ କରିଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ସ୍ଥାନ: ଯାଜପୁର                                                       ଭିଜୁଆଲ: କବାଡି
ତାରିଖ:୧୧.୦୨.୨୦୨୦
ରିପୋର୍ଟ:Gyanaranjan ojha
ପଂର୍ମାଟ୍: ଏଭିଓ          
ସ୍ଲଗ : ଦ୍ୱିତୀୟ ରାଜ୍ୟସ୍ତରୀୟ ଅଶୋକ ଦାସ ସ୍ମାରକି କବାଡି ପ୍ରତିଯୋଗୀତା ଉଦଯାପିତ ।
ଆଙ୍କର
ଯାଜପୁର ବାଳାଶ୍ରମ ପଡିଆରେ ଉଦଯାପିତ ହୋଇଯାଇଛି ରାଜ୍ୟସ୍ତରୀୟ ଅଶୋକ ଦାସ ସ୍ମାରକୀ ପୁରୁଷ ଓ ମହିଳା କବାଡି ପ୍ରତିଯୋଗୀତା । ମା ବିରଜା ୟୁଥ୍ କ୍ଲବ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗୀତାକୁ ଯାଜପୁର ଜିଲାପାଳ ରଂଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପୁରୁଷ ବିଭାଗରେ କଟକ ଓ ମହିଳା ବିଭାଗରେ କୁଆଖିଆ ଦଳ ଚାମ୍ପିଆନ ହୋଇଥିଲା । ଚଳିତ ବର୍ଷ ଉଭୟ ବର୍ଗରେ ୧୬ଟି ଦଳ ଅଂଶଗ୍ରହଣ କରି ଦିବାରାତ୍ର ମ୍ୟାଚ ଖେଳିଥିଲେ । ଉଦଯାପନି ସଂଧ୍ୟାରେ ଅତିଥି ମାନେ ଉଭୟ ଚାମ୍ପିଆନ ଓ ରନର୍ସ ଅପ ଦଳକୁ ଟ୍ରପିଂ ସହିତ ନଗଦ ରାଶି ପ୍ରଦାନ କରିଥିଲେ ।
Body:newsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.