ETV Bharat / sports

ପ୍ରିନ୍ସ ଫିଲିପଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଦୂତୀ ଚାନ୍ଦ - ପ୍ରିନ୍ସ ଫିଲିପଙ୍କ ଦେହାନ୍ତ

ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ସ୍ବାମୀ ପ୍ରିନ୍ସ ଫିଲିପଙ୍କ ମୃତ୍ୟୁରେ ସମବେଦନା ଜଣାଇଲେ ଅନ୍ତର୍ଜାତୀୟ ଧାବିକା ଦୂତୀ ଚାନ୍ଦ । ଅଧିକ ପଢନ୍ତୁ...

Sprinter Dutee Chand condoles demise of Prince Philip
ପ୍ରିନ୍ସ ଫିଲିପଙ୍କ ମୃତ୍ୟୁ, ଧାବିକା ଦୂତୀ ଚାନ୍ଦ ଜଣାଇଲେ ଶ୍ରଦ୍ଧାଞ୍ଜଳୀ
author img

By

Published : Apr 10, 2021, 4:34 PM IST

ଭୁବନେଶ୍ବର: ଅନ୍ତର୍ଜାତୀୟ ଧାବିକା ଦୂତୀ ଚାନ୍ଦ ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ସ୍ବାମୀ ପ୍ରିନ୍ସ ଫିଲିପଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି । ପ୍ରିନ୍ସ ଫିଲିପଙ୍କ 99 ବର୍ଷ ବୟସରେ ଦେହାନ୍ତ ହୋଇଛି । ଏନେଇ ଶୁକ୍ରବାର ବକିଂହାମ ପ୍ୟାଲେସ ଘୋଷଣା କରିଥିଲା ।

  • I am deeply saddened by the loss of His Royal Highness Prince Philip. My thoughts and prayers go out to the Royal family, the people of the Commonwealth, and all who loved him dearly. pic.twitter.com/luc849EgIw

    — Dutee Chand (@DuteeChand) April 10, 2021 " class="align-text-top noRightClick twitterSection" data=" ">

ଟ୍ବିଟ ଯୋଗେଁ ଦୂତୀ ଦୁଃଖ ପ୍ରକାଶ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗତ 4 ସପ୍ତାହରୁ ପ୍ରିନ୍ସ ଫିଲପଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ତେବେ 16 ମାର୍ଚ୍ଚରେ ଡିସଚାର୍ଜ ହୋଇଥିଲେ ।

ଡ୍ୟୁକ ଅଫ ଏଡିନବର୍ଗ ସମ୍ମାନରେ ସମ୍ମାନିତ ପ୍ରିନ୍ସ ଫିଲିପ ସାର୍ବଜନୀନ ସମାରୋହରେ କମ ନଜର ଆସନ୍ତି । 1947ରେ ପ୍ରିନ୍ସଙ୍କ ସହିତ ମହାରାଣୀ ଏଲିଜାବେଥଙ୍କ ହୋଇଥିଲା ବିବାହ ।

1921 କର୍ଫ୍ୟୁ ଟାପୁରେ ହୋଇଥିଲା ପ୍ରିନ୍ସ ଫିଲିପଙ୍କ ଜନ୍ମ । ତାଙ୍କ ବାପା ଏଣ୍ଡ୍ୟୁ ଡେନମାର୍କ ଓ ଗ୍ରିସର ପ୍ରିନ୍ସ ଥିଲେ । ସେ ହେଲେନିସ ରାଜା ଜର୍ଜଙ୍କ ସାନ ପୁଅ । ପ୍ରିନ୍ସ ଫିଲିପଙ୍କ ମା' ମହାରାଣୀ ଭିକ୍ଟୋରିଆଙ୍କ ପଣନାତୁଣୀ ତଥା ପ୍ରିନ୍ସେସ ଲର୍ଡ ଲୁଇସ ମାଉଣ୍ଟବେଟେନଙ୍କ ଝିଅ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.