ETV Bharat / sports

ସାଉଥ ଏସିଆନ ଗେମସ: ପଦକ ତାଲିକା ଶୀର୍ଷରେ ଭାରତ

author img

By

Published : Dec 10, 2019, 12:02 AM IST

ସାଉଥ ଏସିଆନ ଗେମ୍ସ 2019ର ପଦକ ତାଲିକାର ଶୀର୍ଷରେ ପହଞ୍ଚିଛି ଭାରତ। ଏହି ଟୁର୍ଣ୍ଣାମେଣ୍ଟକୁ ଶେଷ ହେବାକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ମୋଟ 279 ପଦକ ସହ ରେକର୍ଡ କରିଛି ଭାରତ।

ସାଉଥ ଏସିଆନ ଗେମସ
ସାଉଥ ଏସିଆନ ଗେମସ

କାଠମାଣ୍ଡୁ: ସାଉଥ ଏସିଆନ ଗେମ୍ସ 2019ର ପଦକ ତାଲିକାର ଶୀର୍ଷରେ ପହଞ୍ଚିଛି ଭାରତ। ଏହି ଟୁର୍ଣ୍ଣାମେଣ୍ଟକୁ ଶେଷ ହେବାକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ମୋଟ 279 ପଦକ ସହ ରେକର୍ଡ କରିଛି ଭାରତ। ସେଥମଧ୍ୟରେ 149ଟି ସ୍ବର୍ଣ୍ଣ, 87ଟି ରୌପ୍ୟ ଓ 43ଟି ବ୍ରୋଞ୍ଜ ପଦକ ରହିଛି। 2ୟ ସ୍ଥାନରେ ଆୟୋଜକ ନେପାଳ 49 ସ୍ବର୍ଣ୍ଣ, 53 ରୌପ୍ୟ ଓ 87 ବ୍ରୋଞ୍ଜ ପଦକ ହାତେଇଛି।

ସୋମବାର ଖେଳାଯାଇଥିବା ମହିଳା ଫୁଟବଲ ମ୍ୟାଚରେ ଫାଇନାଲରେ 2-0ରେ ବିଜୟୀ ହୋଇଛି ଭାରତ। ଏହା ପରେ ନେପାଳ ଟିମର କୋଚ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମହିଳା କବାଡିରେ ମଧ୍ୟ ଭାରତୀୟ ଖେଳାଳି ନେପାଳ, ଶ୍ରୀଲଙ୍କା ଖେଳାଳିଙ୍କୁ ପରାସ୍ତ କରିଛନ୍ତି। ଏଥିସହିତ ସୁଇମିଂ, ଜୋଡୋ, ବକ୍ସିଂରେ ଭାରତୀୟ ଆଥଲେଟ ବାଜିମାତ କରିଛନ୍ତି। ଭାରତୀୟ ବାକ୍ସେଟବଲ ଟିମ 3ଟି ଇଭେଣ୍ଟରେ 3ଟି ସ୍ବର୍ଣ୍ଣ ପଦକ ହାତେଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.