ETV Bharat / sports

ଜି. ସାଥିୟାଁ ପ୍ରଥମ ଭାରତୀୟ

ଭାରତୀୟ ଟେବୁଲ ଟେନିସ ଖେଳାଳି ଜି. ସାଥିୟାଁ ପ୍ରଥମ ଭାରତୀୟ ଭାବେ ଆଇଟିଟିଏଫ (ଇଣ୍ଟରନ୍ୟାସନାଲ ଟେବୁଲ ଟେନିସ ଫେଡେରେସନ)ରେ ଟପ 25 ମଧ୍ୟରେ ସ୍ଥାନ ପାଇଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 30, 2019, 10:42 PM IST

ନୂଆଦିଲ୍ଲୀ: ଭାରତୀୟ ଟେବୁଲ ଟେନିସ ଖେଳାଳି ଜି. ସାଥିୟାଁ ଗୁଣସେଖରନ୍‌ ପ୍ରଥମ ଭାରତୀୟ ଭାବେ ଆଇଟିଟିଏଫ ( ଇଣ୍ଟର ନ୍ୟାସନାଲ ଟେବୁଲ ଟେନିସ ଫେଡେରେସନ)ରେ ଟପ 25 ମଧ୍ୟରେ ସ୍ଥାନ ପାଇଛନ୍ତି । ସୋମବାର ପ୍ରକାଶ ପାଇଥିବା ମାନ୍ୟତାରେ 24ତମ ସ୍ଥାନରେ ରହିଛନ୍ତି ଏହି ଭାରତୀୟ ଷ୍ଟାର ଟେବୁଲ ଟେନିସ ଖେଳାଳି ।

ତେବେ ସଦ୍ୟ ସମାପ୍ତ ହୋଇଥିବା ଏସିଆ କପରେ ପ୍ରଭାବୀ ପ୍ରଦର୍ଶନ ସହ ସାଥିୟାଁ 6ଷ୍ଠ ସ୍ଥାନ ଅଧିକାର କରିଥିଲେ । ପୁନଶ୍ଚ ଗତ ସପ୍ତାହରେ ହଙ୍ଗେରୀରେ ଅନୁଷ୍ଠିତ ବିଶ୍ୱ ଚମ୍ପିଅନସିପରେ ଏକମାତ୍ର ଭାରତୀୟ ଭାବେ ରାଉଣ୍ଡ ଅଫ୍‌ ୩୨ରେ ପ୍ରବେଶ କରିଥିଲେ ।

Intro:Body:

BANA

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.