ETV Bharat / sports

ଖେଳାଳିଙ୍କ ନାଁରେ ନାମିତ ହେବ SAIର ନୂତନ ସେଣ୍ଟର

author img

By

Published : Jan 17, 2021, 2:40 PM IST

ଖେଳାଳିଙ୍କ ନାଁରେ ନାମିତ ହେବ SAIର ନୂତନ ସେଣ୍ଟର । କ୍ରୀଡା ମନ୍ତ୍ରଣାଳୟ ରବିବାର ଦିନ ଏହି ନିଷ୍ପତ୍ତି ନେଇଛି ।

ଖେଳାଳିଙ୍କ ନାଁରେ ନାମିତ ହେବ SAIର ନୂତନ ସେଣ୍ଟର
ଖେଳାଳିଙ୍କ ନାଁରେ ନାମିତ ହେବ SAIର ନୂତନ ସେଣ୍ଟର

ନୂଆଦିଲ୍ଲୀ: ଖେଳାଳିଙ୍କ ନାଁରେ ନାମିତ ହେବ SAIର ନୂତନ ସେଣ୍ଟର । କ୍ରୀଡା ମନ୍ତ୍ରଣାଳୟ ରବିବାର ଦିନ ଏହି ନିଷ୍ପତ୍ତି ନେଇଛି ।

ସାଇ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଯେ, ଦେଶର ଖେଳାଳିଙ୍କ ସାମ୍ନାରେ ଏହି ପଦକ୍ଷେପ ନିଆ ଯାଇଛି ।

ଏହି ଅବସରରେ କ୍ରୀଡା ମନ୍ତ୍ରୀ କିରଣ ରିଜିଜ୍ଜୁ କହିଛନ୍ତି ଯେ, ଦେଶର କ୍ରୀଡାର ବିକାଶ ପାଇଁ ଆମର ଖେଳାଳିଙ୍କ ସମ୍ମାନ ନିହାତି ଜରୁରୀ । ଏହା ଦ୍ବାରା ଯୁବପିଢୀ କ୍ରୀଡାରେ ନିଜର କ୍ୟାରିୟରକୁ ଆପେଣାଇବା ପାଇଁ ପ୍ରେରିତ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.