ETV Bharat / sports

Swiss Open: ସୁଇସ ଓପନ ବ୍ୟାଡ୍‌ମିଣ୍ଟନରୁ ସାଇନା ବାହାର

author img

By

Published : Mar 25, 2022, 2:58 PM IST

ସ୍ବିଜରଲାଣ୍ଡରେ ଖେଳାଯାଉଥିବା ସୁଇସ ଓପନ(Swiss Open) ବ୍ୟାଡ୍‌ମିଣ୍ଟନରୁ ବାଦ୍‌ ପଡିଲେ ଭାରତୀୟ ସର୍ଟଲର ସାଇନା ନେହୱାଲ ।

SAINA EXITS SWISS OPEN
Swiss Open: ସୁଇସ ଓପନ ବ୍ୟାଡ୍‌ମିଣ୍ଟନରୁ ସାଇନା ବାହାର

ବାସେଲ: ସ୍ବିଜରଲାଣ୍ଡରେ ଖେଳାଯାଉଥିବା ସୁଇସ ଓପନ(Swiss Open) ବ୍ୟାଡ୍‌ମିଣ୍ଟନରୁ ବାଦ୍‌ ପଡିଲେ ଭାରତୀୟ ସର୍ଟଲର ସାଇନା ନେହୱାଲ । ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ଦ୍ବିତୀୟ ରାଉଣ୍ଡରେ ମାଲେସିୟାର କମ୍‌ ମାନ୍ୟତା ଖେଳାଳି କିଶୋନା ସେଲଭାଦୁରେଙ୍କ ଠାରୁ ପରାସ୍ତ ହୋଇଛନ୍ତି ସାଇନା ।

ଏହାମଧ୍ୟ ପଢନ୍ତୁ: IPL 2022: ଚାମ୍ପିୟନ ଚେନ୍ନାଇର ଅଧିନାୟକ ଭାବେ ଧୋନିଙ୍କ ଦମଦାର ରେକର୍ଡ

ମାନ୍ୟତାର ୨୩ତମ ସ୍ଥାନରେ ଥିବା ଭାରତୀୟ ସର୍ଟଲର ପ୍ରଥମ ରାଉଣ୍ଡ ପରି ନିଜର ବିଜୟୀ ପ୍ରଦର୍ଶନ ବଜାୟ ରଖିବାରେ ବିଫଳ ହୋଇଥିଲେ । ଗୁରୁବାର ରାତିରେ ଖେଳାଯାଇଥିବା ଦ୍ବିତୀୟ ରାଉଣ୍ଡ ମ୍ୟାଚ୍‌ରେ ମାନ୍ୟତାର ୬୪ତମ ସ୍ଥାନରେ ଥିବା ପ୍ରତିନ୍ଦ୍ବନ୍ଦ୍ବୀଙ୍କ ଠାରୁ ୨୧-୧୭, ୧୩-୨୧ ଓ ୧୩-୨୧ ସେଟ୍‌ରେ ପରାସ୍ତ ହୋଇଥିଲେ । ତେବେ ଅଲମ୍ପିକ ପଦକ ବିଜେତା ପିଭି ସିନ୍ଧୁ ଓ ବିଶ୍ବ ଚାମ୍ପିୟନସିପ୍‌ ରୌପ୍ୟ ବିଜେତା କିଦାମ୍ବୀ ଶ୍ରୀକାନ୍ତଙ୍କ ସମେତ ଜଣ ଭାରତୀୟ ଖେଳାଳି ସେମାନଙ୍କର ଇଭେଣ୍ଟରେ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.