ETV Bharat / sports

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସର ପ୍ରକୃତ ଚମ୍ପିଆନ କମିଶନରେଟ ପୋଲିସ - championship

ସଦ୍ୟସମାପ୍ତ ହୋଇଛି 21ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନସିପ । ଗେମର ହିରୋ ହୋଇଛି ଓଡିଶା କମିଶନରେଟ ପୋଲିସ । ଏହା ପଛର ବଡ କାରଣ ହେଉଛି କମିଶନରେଟ ପୋଲିସର ବ୍ଲୁ-ପ୍ରିଣ୍ଟ ।

ଫଟୋ ସୌଜନ୍ୟ- ସମ୍ବାଦଦାତା କଟକ
author img

By

Published : Jul 24, 2019, 5:22 PM IST

କଟକ: ଶେଷ ହୋଇଛି 21ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନସିପ । 12ଟି ଦେଶ ଏଥିରେ ଭାଗ ନେଇଥିଲେ । ଟିମ ଇଣ୍ଡିଆ ସର୍ବାଧିକ ସ୍ଵର୍ଣ ଜିତି ରେକର୍ଡ ରଚିଛି । ହେଲେ ଏହି ରେକର୍ଡ ପଛରେ ରହିଥିବା ପ୍ରକୃତ ବିଜେତା ହେଉଛି କମିଶନରେଟ ପୋଲିସ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା କଟକ

କାରଣ ଖେଳାଳି ଆସିବାଠୁ ଆରମ୍ଭ କରି ଯିବା ପର୍ଯ୍ୟନ୍ତ ସବୁ ଦିଗକୁ ସୁରକ୍ଷା ବଳୟରେ ବାନ୍ଧିଥିଲା କମିଶନରେଟ ପୋଲିସ । ଯାହାଦ୍ୱାରା ଏକ ସଫଳ ଆୟୋଜନ ସମ୍ଭବ ହୋଇପାରିଲା ଖେଳାଳିଙ୍କ ଆସିବାଠୁ ଆରମ୍ଭ କରି ହୋଟେଲ ଯିବା ପର୍ଯ୍ୟନ୍ତ ପୋଲିସଙ୍କ ପାଇଁ ରହିଥିଲା ବଡ଼ ଚ୍ୟାଲେଞ୍ଜ । କାରଣ ଯେଉଁପରି ପରି ଭାବରେ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ରହିଛି ତାହା ନ କହିବା ଭଲ । ତେବେ ଏହି ମେଗା ଇଭେଣ୍ଟରେ ପ୍ରକୃତ ଚମ୍ପିଆନ କମିଶନରେଟ ପୋଲିସ କହିଲେ ଅତ୍ୟୁକ୍ତି ହେବନି ।

ମ୍ୟାଚ ଆରମ୍ଭର 10 ଦିନ ପୂର୍ବରୁ ପାୱାର ହାଉସରେ ରଚା ଯାଇଥିଲା ବ୍ଲୁ-ପ୍ରିଣ୍ଟ । ଆଉ ସେହି ଅନୁସାରେ ପ୍ରତି ଦିଗରେ ଛାଉଣୀ ହୋଇଯାଇଥିଲେ ପୋଲିସ ବାହିନୀ । ବେଶ ସୁରୁଖୁରରେ ସମାପ୍ତ କରିଥିଲେ ତାଙ୍କ କାମ । ତେବେ ପରିଶେଷରେ ଗୋଟେ କଥା କୁହାଯାଇପାରେ ରାଜ୍ୟଗୋଷ୍ଠୀ କ୍ରୀଡାରେ କମିଶନରେଟ ପୋଲିସ ହିଁ ପ୍ରକୃତ ହିରୋ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସରିଲା 21ତମ ରାଜ୍ୟଗୋଷ୍ଠି ଟେବୁଲଟେନିସ ପ୍ରତିଯୋଗତା । 12 ଟି ଦେଶ ଆସି ରାଜ୍ୟଗୋଷ୍ଠି ଖେଳ ରେ ଭାଗ ନେଇ ଆଉ ମେଡାଲ ଜିତିଲେ । ଟିମ ଇଣ୍ଡିଆ ସର୍ବାଧିକ ସ୍ଵର୍ଣ ଜିତି ରେକର୍ଡ ରଚିଲା । ହେଲେ ଏହି ରେକର୍ଡ ପଛରେ ରହିଥିବା ପ୍ରକୃତ ବିଜେତା ହେଉଛି କମିଶନରେଟ ପୋଲିସ । କାରଣ ଖେଳାଳି ଆସିବଠୁ ଆରମ୍ଭ କରି ଯିବା ପର୍ଯ୍ୟନ୍ତ ସବୁ ଦିଗକୁ ସୁରକ୍ଷା ବଳୟ ରେ ବାନ୍ଧିଥିଲା କମିଶନରେଟ ପୋଲିସ । ଯାହାଦ୍ୱାରା ଏକ ସଫଳ ଆୟୋଜନ ସମ୍ଭବ ହୋଇପାରିଲା

Body:ଖେଳାଳି ଙ୍କ ଆସିବା ଠୁ ଆରମ୍ଭ କରି ହୋଟେଲ ଯିବା ପର୍ଯ୍ୟନ୍ତ ପୋଲିସ ଙ୍କ ପାଇଁ ରହିଥିଲା ବଡ଼ ଚ୍ୟାଲେଞ୍ଜ । କାରଣ ଯେଉପରି ପରି ଭାବରେ ସହର ର ଆଇନ ଶୃଂଖଳା ପରିସ୍ଥିତି ରହିଛି ତାହା ନ କହିବା ଭଲ । ତେବେ ଏହି ମେଗା ଇଭେଣ୍ଟ ରେ ପ୍ରକୃତ ଚମ୍ପିୟାନ କମିଶନରେଟ ପୋଲିସ କହିଲେ ଅତ୍ୟୁକ୍ତି ହେବନି ।

Conclusion:ମ୍ୟାଚ ଆରମ୍ଭ ର 10 ଦିନ ପୂର୍ବରୁ ପାୱାର ହାଉସ ରେ ରଚା ଯାଇଥିଲା ବ୍ଲୁ ପ୍ରିଣ୍ଟ । ଆଉ ସେହି ଅନୁସାରେ ପ୍ରତି ଦିଗରେ ଛାଉଣୀ ହୋଇଯାଇଥିଲେ ପୋଲିସ ବାହିନୀ । ବେଶ ସୁରୁଖୁର ରେ ସମାପ୍ତ କରିଥିଲେ ତାଙ୍କ କାମ । ତେବେ ପରିଶେଷରେ ଗୋଟେ କଥା କୁହାଯାଇପାରେ ରାଜ୍ୟଗୋଷ୍ଠି କ୍ରୀଡା ରେ କମିଶନରେଟ ପୋଲିସ ହିଁ ପ୍ରକୃତ ହିରୋ ।

ବାଇଟ: ଅଖିଳେସ୍ୱର ସିଂ( କଟକ ଡିସିପି )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.