ETV Bharat / sports

ବଡି ବିଲ୍ଡିଂ ଚମ୍ପିଆନସିପରେ ଓଡିଆ ପୁଅ ରଶ୍ମି ରଞ୍ଜନ ସ୍ବର୍ଣ୍ଣ ବିଜେତା, ନବୀନଙ୍କ ଶୁଭେଚ୍ଛା - ଓଡିଆ ପୁଅ ରଶ୍ମୀରଞ୍ଜନ ସାହୁ

ଲକ୍ଷ୍ନୌରେ ଆୟୋଜିତ ଦଶମ ଫେଡେରେସନ କପ୍‌ ସିନିୟର ପୁରୁଷ ବଡି ବିଲ୍ଡିଂ ଚମ୍ପିଆନସିପରେ 80 କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଲେ ରଶ୍ମିରଞ୍ଜନ ସାହୁ । ଅଧିକ ପଢନ୍ତୁ...

Rashmi Ranjan Sahoo won gold medal in the 80kg category of the 10th Federation Cup Senior Men's Bodybuilding Championship
ବଡି ବିଲ୍ଡିଂ ଚମ୍ପିଆନସିପରେ ଓଡିଆ ପୁଅ ରଶ୍ମୀରଞ୍ଜନ ସ୍ବର୍ଣ୍ଣ ବିଜେତା
author img

By

Published : Apr 6, 2021, 8:43 PM IST

Updated : Apr 6, 2021, 10:59 PM IST

ଭୁବନେଶ୍ବର: ବଡି ବିଲ୍ଡିଂ ଚମ୍ପିଆନସିପରେ ସ୍ବର୍ଣ୍ଣରେ ଚମକିଲେ ଓଡିଆ ପୁଅ । 80 କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ରଶ୍ମିରଞ୍ଜନ ସାହୁ ।

  • Congratulate #Odisha's Rashmi Ranjan Sahoo on bagging gold medal in the 80kg category of the 10th Federation Cup Senior Men's Bodybuilding Championship in #Lucknow. Wish him the best for future. https://t.co/ffuBGs8kkF

    — Naveen Patnaik (@Naveen_Odisha) April 6, 2021 " class="align-text-top noRightClick twitterSection" data=" ">

ଲକ୍ଷ୍ନୌରେ ଆୟୋଜିତ ଦଶମ ଫେଡେରେସନ କପ୍‌ ସିନିୟର ପୁରୁଷ ବଡି ବିଲ୍ଡିଂ ଚମ୍ପିଆନସିପରେ ପ୍ରଥମ ହେବା ସହ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ରଶ୍ମି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଶ୍ମିରଞ୍ଜନଙ୍କ ଏହି ସ୍ବର୍ଣ୍ଣିମ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି । ଓଡିଶା ସ୍ପୋର୍ଟ୍ସ ମଧ୍ୟ ରଶ୍ମିରଞ୍ଜନଙ୍କୁ ଟ୍ବିଟ ଯୋଗେଁ ଶୁଭେଚ୍ଛା ଜଣାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 6, 2021, 10:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.