ETV Bharat / sports

ବଡି ବିଲ୍ଡିଂ ଚମ୍ପିଆନସିପରେ ଓଡିଆ ପୁଅ ରଶ୍ମି ରଞ୍ଜନ ସ୍ବର୍ଣ୍ଣ ବିଜେତା, ନବୀନଙ୍କ ଶୁଭେଚ୍ଛା

author img

By

Published : Apr 6, 2021, 8:43 PM IST

Updated : Apr 6, 2021, 10:59 PM IST

ଲକ୍ଷ୍ନୌରେ ଆୟୋଜିତ ଦଶମ ଫେଡେରେସନ କପ୍‌ ସିନିୟର ପୁରୁଷ ବଡି ବିଲ୍ଡିଂ ଚମ୍ପିଆନସିପରେ 80 କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଲେ ରଶ୍ମିରଞ୍ଜନ ସାହୁ । ଅଧିକ ପଢନ୍ତୁ...

Rashmi Ranjan Sahoo won gold medal in the 80kg category of the 10th Federation Cup Senior Men's Bodybuilding Championship
ବଡି ବିଲ୍ଡିଂ ଚମ୍ପିଆନସିପରେ ଓଡିଆ ପୁଅ ରଶ୍ମୀରଞ୍ଜନ ସ୍ବର୍ଣ୍ଣ ବିଜେତା

ଭୁବନେଶ୍ବର: ବଡି ବିଲ୍ଡିଂ ଚମ୍ପିଆନସିପରେ ସ୍ବର୍ଣ୍ଣରେ ଚମକିଲେ ଓଡିଆ ପୁଅ । 80 କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ରଶ୍ମିରଞ୍ଜନ ସାହୁ ।

  • Congratulate #Odisha's Rashmi Ranjan Sahoo on bagging gold medal in the 80kg category of the 10th Federation Cup Senior Men's Bodybuilding Championship in #Lucknow. Wish him the best for future. https://t.co/ffuBGs8kkF

    — Naveen Patnaik (@Naveen_Odisha) April 6, 2021 " class="align-text-top noRightClick twitterSection" data=" ">

ଲକ୍ଷ୍ନୌରେ ଆୟୋଜିତ ଦଶମ ଫେଡେରେସନ କପ୍‌ ସିନିୟର ପୁରୁଷ ବଡି ବିଲ୍ଡିଂ ଚମ୍ପିଆନସିପରେ ପ୍ରଥମ ହେବା ସହ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ରଶ୍ମି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଶ୍ମିରଞ୍ଜନଙ୍କ ଏହି ସ୍ବର୍ଣ୍ଣିମ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି । ଓଡିଶା ସ୍ପୋର୍ଟ୍ସ ମଧ୍ୟ ରଶ୍ମିରଞ୍ଜନଙ୍କୁ ଟ୍ବିଟ ଯୋଗେଁ ଶୁଭେଚ୍ଛା ଜଣାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 6, 2021, 10:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.