ମେଲବୋର୍ଣ୍ଣ(ଅଷ୍ଟ୍ରେଲିଆ): ଇତିହାସ ରଚିଲେ ଟେନିସ ସୁପରଷ୍ଟାର ରାଫେଲ ନାଦାଲ । ୨୧ଟି ଗ୍ରାଣ୍ଡସ୍ଲାମ ଜିତିବାରେ ପ୍ରଥମ ଖେଳାଳି ହୋଇଛନ୍ତି ନାଦାଲ । ପ୍ରଥମ ଦୁଇଟି ସେଟ୍ରେ ପରାଜୟ ସତ୍ତ୍ବେ ଅବିଶ୍ବସନୀୟ ପ୍ରଦର୍ଶନ ସହ ଅଷ୍ଟ୍ରେଲିଆନ ଓପନ ଟାଇଟେଲ ଜିତିଛନ୍ତି ସ୍ପାନିସ ଟେନିସ ଷ୍ଟାର ।
-
Rafa reigns again 🏆#AusOpen • #AO2022 pic.twitter.com/Ia5JkrcafG
— #AusOpen (@AustralianOpen) January 30, 2022 " class="align-text-top noRightClick twitterSection" data="
">Rafa reigns again 🏆#AusOpen • #AO2022 pic.twitter.com/Ia5JkrcafG
— #AusOpen (@AustralianOpen) January 30, 2022Rafa reigns again 🏆#AusOpen • #AO2022 pic.twitter.com/Ia5JkrcafG
— #AusOpen (@AustralianOpen) January 30, 2022
ବିଶ୍ବ ଟେନିସ ମାନ୍ୟତା ନମ୍ବର ୨ ଖେଳାଳି ଡାନିଲ ମେଡେଭେଡେବଙ୍କୁ ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ୨-୬, ୬-୭(୫), ୬-୪, ୭-୫ ସେଟ୍ରେ ହରାଇ ନୂଆ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି । ବିଶ୍ବ ଟେନିସର ଦୁଇ ଶ୍ରେଷ୍ଠ ସେନିସ ଷ୍ଟାରଙ୍କ ମଧ୍ୟରେ ଫାଇନାଲ ମୁକାବିଲା ୫ ଘଣ୍ଟା ୨୪ ମିନିଟ୍ ଧରି ଖେଳାଯାଇଥିଲା ।
-
Champion in Melbourne once again 🏆#AO2022 • #AusOpen pic.twitter.com/NLyuXwUwdt
— #AusOpen (@AustralianOpen) January 30, 2022 " class="align-text-top noRightClick twitterSection" data="
">Champion in Melbourne once again 🏆#AO2022 • #AusOpen pic.twitter.com/NLyuXwUwdt
— #AusOpen (@AustralianOpen) January 30, 2022Champion in Melbourne once again 🏆#AO2022 • #AusOpen pic.twitter.com/NLyuXwUwdt
— #AusOpen (@AustralianOpen) January 30, 2022
ଏହି ବିଜୟ ସହ ନାଦାଲ, ନୋଭାକ ଜୋକଭିକ ଓ ରୋଜର ଫେଡେରରଙ୍କୁ ପଛରେ ପକାଇ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଇତିହାସରେ ସର୍ବାଧିକ ପୁରୁଷ ସିଙ୍ଗଲ୍ସ ଗ୍ରାଣ୍ଡ ସ୍ଲାମ ଟାଇଟେଲ ବିଜେତା ହୋଇଛନ୍ତି । ଅନ୍ୟପଟେ କଡା ଟକ୍କର ସତ୍ତ୍ବେ ମେଡେଭେଡେବ ଅଷ୍ଟ୍ରେଲିଆନ ଓପନ ୨୦୨୨ରେ ରନର୍ସଅପରେ ସନ୍ତୁଷ୍ଟ ହୋଇଛନ୍ତି ।
ANI