ETV Bharat / sports

CWG 2022: ଉଦଘାଟନୀ ସମାରୋହରେ ଭାରତର ଧ୍ୱଜା ବାହକ ହେବେ ଅଲମ୍ପିଆନ ପିଭି ସିନ୍ଧୁ - ଧ୍ବଜାବାହକ ହେବେ ଅଲମ୍ପିଆନ ପିଭି ସିନ୍ଧୁ

ବର୍ମିଂହାମରେ ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି କମନ ୱେଲଥ ଗେମ୍ସ । ଏହାର ଉଦଘାଟନୀ ସମାରୋହରେ ଭାରତ ତରଫରୁ ଧ୍ବଜା ବାହକ ବନିବେ ଦୁଇଥର ଅଲମ୍ପିକ ପଦକ ବିଜେତା ସଟଲର ପିଭି ସିନ୍ଧୁ । ଏନେଇ ଆଜି ଆଇଓଏ (Indian Olympic Association) ଘୋଷଣା କରିଛି । ଅଧିକ ପଢନ୍ତୁ

CWG 2022 : ଉଦଘାଟନୀ ସମାରୋହରେ ଧ୍ବଜାବାହକ ହେବେ ଅଲମ୍ପିଆନ ପିଭି ସିନ୍ଧୁ

author img

By

Published : Jul 27, 2022, 8:45 PM IST

ହାଇଦ୍ରାବାଦ : ଆଉ କେଇ ଘଣ୍ଟାର ଅପେକ୍ଷା ପରେ ଆରମ୍ଭ ହେବାକୁ ଯାଉଛି କମନ ୱେଲଥ ଗେମ୍ସ । ଏହାର ଉଦଘାଟନୀ ଦିବସ ସମାରୋହରେ ଧ୍ବଜା ବାହକ ହେବେ ଅଲମ୍ପିଆନ ପିଭି ସିନ୍ଧୁ । ଏନେଇ ଆଜି (ବୁଧବାର) ଆଓଏ ସୂଚନା ଦେଇଛି । 2018 ମସିହା କମନ ୱେଲଥ ଗେମ୍ସରେ ମଧ୍ୟ ଧ୍ବଜା ବାହକ ରହିଥିଲେ ପିଭି ସିନ୍ଧୁ ।

  • The Indian Olympic Association (IOA) is delighted to announce shuttler PV Sindhu, a two-time Olympic medallist, as the Flagbearer of Team India at the Opening Ceremony of the Birmingham 2022 Commonwealth Games: IOA

    (File Pic) pic.twitter.com/ZUtHlL42CV

    — ANI (@ANI) July 27, 2022 " class="align-text-top noRightClick twitterSection" data=" ">

ବର୍ମିଂହାମରେ ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି କମନ ୱେଲଥ ଗେମ୍ସ । ଏହାର ଉଦଘାଟନୀ ସମାରୋହରେ ଭାରତ ତରଫରୁ ଧ୍ବଜା ବାହକ ବନିବେ ଦୁଇଥର ଅଲମ୍ପିକ ପଦକ ବିଜେତା ସଟଲର ପିଭି ସିନ୍ଧୁ । ଏନେଇ ଆଜି ଆଇଓଏ (Indian Olympic Association) ଘୋଷଣା କରିଛି । ଏହା ପୂର୍ବରୁ 2018 ସଂସ୍କରଣରେ କମନ ୱେଲଥ ଗେମ୍ସ ଉଦଘାଟନୀ ସମାରୋହରେ ଧ୍ବଜାବାହକ ହୋଇଥିଲେ ଦୁଇଥର ଅଲମ୍ପିକ ପଦକ ବିଜେତା ପିଭି ସିନ୍ଧୁ ।

ଏହା ପୂର୍ବରୁ ବର୍ମିଂହାମ କମନ ୱେଲଥ ଗେମ୍ସ ଉଦଘାଟନୀ ସମାରୋହରେ ଧ୍ବଜା ବାହକ ପାଇଁ ଟୋକିଓ ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ନିରୋଜ ଚୋପ୍ରାଙ୍କ ନାମ ସୁପାରିସ ହୋଇଥିଲା । ହେଲେ ତାଙ୍କର ଆଘାତ କାରଣରୁ ସେ କମନ ୱେଲଥ ଗେମ୍ସରୁ ବାଦ ପଡିଛନ୍ତି । ତେବେ ଆଇଓଏ ବୈଠକରେ ଧ୍ବଜାବାହକ ପାଇଁ ଟୋକିଓ ଅଲମ୍ପିକ ପଦକ ବିଜେତା ୱେଟଲିଫଟର ମୀରାବାଇଚାନୁ ଏବଂ ବକ୍ସର ଲଭଲିନା ବୋରଗୋହେନଙ୍କ ନାମ ମଧ୍ୟ ସୁପାରିସ ହୋଇଥିଲା । ହେଲେ ସଟଲର ପିଭି ସିନ୍ଧୁ ରିଓ ଅଲମ୍ପିକ 2016 ଏବଂ ଟୋକିଓ ଅଲମ୍ପିକ 2020 ରେ ପଦକ ହାସଲ କରିଥିବାରୁ ଧ୍ବଜାବାହକ ପାଇଁ ସେ ଯୋଗ୍ୟ ମନେକରନ୍ତି ବୋଲି କହିଛନ୍ତି ଆଇଓଏ କାର୍ଯ୍ୟକାରୀ ସଭାପତି ଅନିଲ ଖାନ୍ନା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.