ETV Bharat / sports

ବିଶ୍ବ ଚମ୍ପିଆନସିପ ଅଲ-ୱମେନ ହାଫ୍ ମାରାଥନରେ ବିଶ୍ବ ରେକର୍ଡ

author img

By

Published : Oct 18, 2020, 7:38 AM IST

ଗେଡେନିଆ ବିଶ୍ବ ଚମ୍ପିଆନସିପ ଅଲ-ୱମେନ ହାଫ୍ ମାରାଥନରେ ବିଶ୍ବ ରେକର୍ଡ । ଶନିବାର କେନିଆର ପେରେସ ଜେପଚିରଚିର ନିଜ ବିଶ୍ବ ରେକର୍ଡ ଭଙ୍ଗ କରିଛନ୍ତି ।

Peres Jepchirchir breaks own women's-only half-marathon world record
ବିଶ୍ବ ଚମ୍ପିଆନସିପ ଅଲ-ୱମେନ ହାଫ୍ ମାରାଥନରେ ବିଶ୍ବ ରେକର୍ଡ

ହାଇଦ୍ରାବାଦ: ଚଳିତ ଗେଡେନିଆ ବିଶ୍ବ ଚମ୍ପିଆନସିପ ଅଲ-ୱମେନ ହାଫ୍ ମାରାଥନରେ ବିଶ୍ବ ରେକର୍ଡ । ଶନିବାର କେନିଆର ପେରେସ ଜେପଚିରଚିର ନିଜ ବିଶ୍ବ ରେକର୍ଡ ଭଙ୍ଗ କରିଛନ୍ତି । 27 ବର୍ଷୀୟା ପେରେସ ବର୍ଷ 2016ରେ ୱାର୍ଲ୍ଡ ହାଫ ମାରାଥନରେ ସ୍ବର୍ଣ୍ଣ ପଦକ ବିଜେତା ରହିଥିଲେ । ଏକ ଘଣ୍ଟା 5ମିନିଟ 16 ସେକେଣ୍ଡରେ ସହ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ସେପ୍ଟେମ୍ବର 5ରେ ଏକ ଘଣ୍ଟା 5ମିନିଟ 34 ସେକେଣ୍ଡ ତାଙ୍କର ପୂର୍ବ ରେକର୍ଡ ରହିଥିଲା ।

ଜର୍ମାନୀର ମେଲଟ ୟିଶାକ କେଜଟା ଏକ ଘଣ୍ଟା 5 ମିନିଟ 18 ସେକେଣ୍ଡରେ ପହଞ୍ଚିଥିଲେ । ଫଳରେ ୟୁରୋପିୟନ ମହିଳା ଭାବେ ରୌପ୍ୟ ପଦକ ବିଜେତା ହୋଇଛନ୍ତି ।

ଅନ୍ୟପଟେ ତୁର୍କୀର ୟସେମିନ 10 କିଲୋମିଟର ଦୂରତାକୁ 30 ମିନିଟ 47 ସେକେଣ୍ଡରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.