ETV Bharat / sports

Para Shooting: ଅବନୀଙ୍କୁ ଡବଲ ସ୍ବର୍ଣ୍ଣ - ସୁଟର ଅବନୀ ଲେଖରା ଖବର

ଫ୍ରାନ୍ସରେ ଗୁଞ୍ଜରିତ ହେଲା ଭାରତର ଜାତୀୟ ସଙ୍ଗୀତ । ଭାରତ ମାତା କି ଜୟ ଜୟ ନାରାରେ କମ୍ପିଲା ଫ୍ରାନ୍ସ ଚାଟେରକ୍ସ । ଆଉ ଏ ସୌଭାଗ୍ୟ ଆଣିଛନ୍ତି ପାରାଅଲମ୍ପିକ୍ସ ଭାରତୀୟ ସୁଟର ଅବନୀ ଲେଖରା । ଫ୍ରାନ୍ସର ଚାଲିଥିବା ପାରା ସୁଟିଂ ବିଶ୍ବକପରେ ଭାରତକୁ ଆଉ ଏକ ସଫଳତା । ଅଧିକ ପଢନ୍ତୁ

ଅବନୀଙ୍କୁ ଡବଲ ସ୍ବର୍ଣ୍ଣ
ଅବନୀଙ୍କୁ ଡବଲ ସ୍ବର୍ଣ୍ଣ
author img

By

Published : Jun 12, 2022, 11:46 AM IST

ପ୍ୟାରିସ: ଫ୍ରାନ୍ସରେ ଗୁଞ୍ଜରିତ ହେଲା ଭାରତର ଜାତୀୟ ସଙ୍ଗୀତ । ଭାରତ ମାତା କି ଜୟ ନାରାରେ କମ୍ପିଲା ଫ୍ରାନ୍ସର ଚାଟେରକ୍ସ । ଆଉ ଏ ସୌଭାଗ୍ୟ ଆଣିଛନ୍ତି ପାରାଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଭାରତୀୟ ସୁଟର ଅବନୀ ଲେଖରା । ଫ୍ରାନ୍ସର ଚାଲିଥିବା ପାରା ସୁଟିଂ ବିଶ୍ବକପରେ ଭାରତକୁ ଆଉ ଏକ ସଫଳତା ମିଳିଛି । ମହିଳା 50 ମିଟର ଏୟାର ରାଇଫଲ 3 ଏସଏଚ ଫାଇନାଲରେ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଅବନୀ । ଏହାକୁ ମିଶାଇ ପାରା ସୁଟିଂରେ ଡବଲ ସ୍ବର୍ଣ୍ଣ ହାତେଇଛନ୍ତି ଅବନୀ ।

  • Thank you so much Hon'ble Prime Minister Sir for your blessings and best wishes! It's a new and shining India which is inclusive, giving us wings to achieve our dreams. With your continued support, we will break new grounds in sports and make our country proud.
    Jai Hind! 🇮🇳 https://t.co/JguAzb9bK8

    — Avani Lekhara अवनी लेखरा PLY (@AvaniLekhara) June 12, 2022 " class="align-text-top noRightClick twitterSection" data=" ">

ଫାଇନାଲରେ ଜୟପୁରର ଗୋଲ୍ଡନେ ଗାର୍ଲଙ୍କ ସ୍ଲୋ ଆରମ୍ଭ ହୋଇଥିଲା । ମାତ୍ର ଖୁବ କମ ସମୟରେ ସେ କମବ୍ୟାକ କରିଥିଲେ । ଶେଷ 3 ରାଉଣ୍ଡରେ ସେ 10 ପଏଣ୍ଟ ହାସଲ କରିଥିଲେ । 20 ବର୍ଷୀୟ ଅବନୀ ପୂର୍ବରୁ ମହିଳା 10 ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସଏଚ-1 ଇଭେଣ୍ଟରେ ନୂଆ ବିଶ୍ବ ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିସାରିଛନ୍ତି । ବର୍ତ୍ତମାନ ପୁଣି ଅବନୀ ମୋଟ 458. 3 ପଏଣ୍ଟ ହାସଲ କରି ଏହି ସଫଳତା ପାଇଛନ୍ତି ।

ଏହା ବି ପଢନ୍ତୁ...Para Shooting: ଅବନୀଙ୍କ ବିଶ୍ବ ରେକର୍ଡ, ଜିତିଲେ ସ୍ବର୍ଣ୍ଣ

  • फ्रांस में फिर एक बार गूंजा भारत का राष्ट्रगान!
    भारत माता कि जय 🇮🇳 pic.twitter.com/XGoGnRXaME

ସଫଳତା ପରେ ଅବନୀ ନିଜ ଟ୍ବିଟର ହାଣ୍ଡେଲରେ ଏକ ଭାବବିହ୍ବଳ ପୋଷ୍ଟ କରିଛନ୍ତି । ଦୁଇ ଦୁଇଟ ସ୍ବର୍ଣ୍ଣ ଜିତି ଘରକୁ ନେଇ ଭାବବିହ୍ବଳ ହୋଇପଡିଛନ୍ତି । ଏହା ସହ ତାଙ୍କୁ ନିରନ୍ତର ସମର୍ଥନ କରି ଆସୁଥିବା ତାଙ୍କ ପ୍ରଶିକ୍ଷକଙ୍କୁ ଧନ୍ୟବାଦ ଦେବା ସହ ଦେଶ ପାଇଁ ପଦକ ଜିତି ବହୁତ ଖୁସି ବୋଲି ଟ୍ବିଟ କରି ଲେଖିଛନ୍ତି ଅବନୀ । ଟୋକିଓ ପାରାଅଲମ୍ପିକ୍ସରେ ପ୍ରଥମ ଭାରତୀୟ ମହିଳା ସୁଟର ଭାବେ ଅବନୀ 10 ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଇଭେଣ୍ଟରେ ସ୍ବର୍ଣ୍ଣ ଏବଂ ମହିଳା 50 ମିଟର ରାଇଫଲ ଥ୍ରୀ ପୋଜିସନ ଏସଏଚ-1 ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ଫାଇନାଲ ରାଉଣ୍ଡରେ ସ୍ଲୋଭାକିଆର ପାରାଅଲମ୍ପିକ ଷ୍ଟାର ଭେରୋନିକା ଭାଦୋଭିକୋଭା 456.6 ପଏଣ୍ଟ ହାସଲ କରିଥିବାବେଳେ ସ୍ବଡେନର ଅନ୍ନା ନୋରମାମ 441.9 ପଏଣ୍ଟ ହାସଲ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.