ETV Bharat / sports

ଦୌଡରାଣୀ ଦୂତୀ ଚାନ୍ଦଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - sprinter

୨୩ତମ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପର ମହିଳା ୧୦୦ ମିଟର୍ ଇଭେଣ୍ଟରେ ନ୍ୟାସନାଲ ରେକର୍ଡ ଭାଙ୍ଗିଥିଲେ ଦୂତୀ ଚାନ୍ଦ । 11.28 ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ନୂଆ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ ।

ଫଟୋ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର
author img

By

Published : Apr 30, 2019, 12:46 PM IST

ଭୁବନେଶ୍ବର: ଦୋହାଠାରେ ସଦ୍ୟସମାପ୍ତ ଏସିଆନ ଆଥଲେଟିକ୍‌ରେ ବ୍ରୋଞ୍ଜ ପଦକ ଜିତିଲା ପରେ ଓଡିଶାରେ ଦୌଡରାଣୀ ଦୂତୀ ଚାନ୍ଦ । ଏହି ଅବସରରେ ଇଟିଭି ଭାରତର ଟିମ ତାଙ୍କୁ ଭେଟି ଚାମ୍ପିଅନସିପର ଅନୁଭୂତି ବିଷୟରେ ପଚାରି ବୁଝିଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

ଦେଖନ୍ତୁ ଭିଡିଓ-

ଦୂତୀ ୨୩ତମ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପର ମହିଳା ୧୦୦ ମିଟର୍ ଇଭେଣ୍ଟରେ ନ୍ୟାସନାଲ ରେକର୍ଡ ଭାଙ୍ଗିଥିଲେ । 11.28 ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ନୂଆ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ମାତ୍ର ଫାଇନାଲରେ ତାଙ୍କର ବଡି ରିକଭରି ହୋଇ ନ ପାରିବାରୁ ସେ ଇଭେଣ୍ଟରେ ବିଜୟୀ ହୋଇନଥିଲେ ବୋଲି କହିଛନ୍ତି ଦୂତୀ ।

ସେହିପରି 23.24 ସେକେଣ୍ଡରେ ନିର୍ଦ୍ଧାରିତ 200ମିଟର ଦୂରତା ଅତିକ୍ରମ କରି 3ୟ ସ୍ଥାନ ସହିତ ବ୍ରୋଞ୍ଜ ପଦକ ହାତେଥିଲେ ଦୂତୀ ଚାନ୍ଦ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.