ETV Bharat / sports

ଡୋପ ଟେଷ୍ଟରେ ବିଫଳ ପରେ ରବି କୁମାରଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - behermpur

ଡୋପ ଟେଷ୍ଟରେ ବିଫଳ ପରେ କେ. ରବି କୁମାରଙ୍କ ସହ କଥା ହୋଇଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି । 2010 କମନୱେଲଥ ଗେମର ସ୍ବର୍ଣ୍ଣ ପଦକ ବିଜେତା ତଥା ଅଲମ୍ପିକ ପ୍ରତିଯୋଗୀ ହେଉଛନ୍ତି ଓଡିଆ ଖେଳାଳି କେ. ରବିକୁମାର ।

ଫଟୋ ସୌଜନ୍ୟ- ସମ୍ବାଦଦାତା ବ୍ରହ୍ମପୁର
author img

By

Published : Jun 18, 2019, 4:24 PM IST

Updated : Jun 18, 2019, 4:56 PM IST

ବ୍ରହ୍ମପୁର: ଡୋପ ଟେଷ୍ଟରେ ଫେଲ ହୋଇଛନ୍ତି ଓଡିଆ ଆଥଲେଟ୍‌ କେ. ରବି କୁମାର । 2010 କମନୱେଲଥ ଗେମର ସ୍ବର୍ଣ୍ଣ ପଦକ ବିଜେତା ତଥା ଅଲମ୍ପିଆନ ହେଉଛନ୍ତି ଓଡିଆ ଖେଳାଳି କେ. ରବି କୁମାର । ତେବେ ଡୋପ ଟେଷ୍ଟରେ ବିଫଳ ପରେ କେ. ରବି କୁମାରଙ୍କ ସହ କଥା ହୋଇଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା ବ୍ରହ୍ମପୁର

ନାଡା( ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନସି) ଦ୍ବାରା ହୋଇଥିବା ପରୀକ୍ଷାରେ ତାଙ୍କର ରକ୍ତ ନମୂନା ପଜେଟିଭ ଆସିଥିଲା । ତେଣୁ ତାଙ୍କୁ ଇଣ୍ଡିଆନ ୱେଟ ଲିଫ୍ଟିଙ୍ଗ ଫେଡେରେସନ(ଡବ୍ଲୁଆଇଏଫ) ପକ୍ଷରୁ ପ୍ରାଥମିକ ବ୍ୟାନ କରାଯାଇଛି । ତେବେ ବ୍ୟାନ ସମୟ ନିର୍ଦ୍ଧାରଣ ହୋଇ ନଥିବା ବେଳେ ବ୍ୟାନ ଅବଧିକୁ କମ କରିବାକୁ ଫେଡେରେସନ ପାଖରେ ଅନୁରୋଧ କରିବେ ରବି କୁମାର ।

2010 ଦିଲ୍ଲୀ କମନୱେଲଥ ଗେମରେ 69କେଜି ବର୍ଗରେ ସ୍ବର୍ଣ୍ଣ ପଦକ ହାତେଇଥିଲେ ରବି କୁମାର । 2019 ବର୍ଷ ଆରମ୍ଭରୁ ବ୍ୟବହାର କରିଥିବା ଏକ ସାମଗ୍ରୀର ସାମ୍ପୁଲ ବ୍ୟାନ କରାଯାଇଥିଲେ ମଧ୍ୟ ସେ ଜାଣି ନଥିବା କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jun 18, 2019, 4:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.