ନୂଆଦିଲ୍ଲୀ: ଅଲମ୍ପିକ ଖେଳରେ ପ୍ରଥମ ଭାରତୀୟ ଭାବେ ଫେନ୍ସିଂ ଇଭେଣ୍ଟରେ ଦେଶର ପ୍ରତିନିଧିତ୍ବ କରିଥିବା ସି.ଏ ଭବାନୀ ଦେବୀଙ୍କୁ ମିଳିଲା ଅର୍ଜୁନ ଆୱାର୍ଡ । ଫେନ୍ସିଂରେ ଉଲ୍ଲେଖନୀୟ ଅବଦାନ ପାଇଁ ସୋମବାର ତାଙ୍କୁ ଏହି ସମ୍ମାନ ମିଳିଛି ।
ନଭେମ୍ବର ୧୩ରେ ଜାତୀୟ କ୍ରୀଡା ପୁରସ୍କାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଦାନ କରିଥିଲେ । ତେବେ ଭବାନୀ ଫ୍ରାନ୍ସରେ ଏକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାରୁ ପୁରସ୍କାର ବିତରଣ ସମାରୋହରେ ସାମିଲ ହୋଇପାରିନଥିଲେ ।
-
Holding the Arjuna Award 🏹 was My Childhood Dream, and today, it happened. I am so much Emotional 😢
— C A Bhavani Devi (@IamBhavaniDevi) November 15, 2021 " class="align-text-top noRightClick twitterSection" data="
Work Hard & Play for the Country. One day, the country will pay back.
Thank YOU 🇮🇳 🙏 pic.twitter.com/iL4OssYKmo
">Holding the Arjuna Award 🏹 was My Childhood Dream, and today, it happened. I am so much Emotional 😢
— C A Bhavani Devi (@IamBhavaniDevi) November 15, 2021
Work Hard & Play for the Country. One day, the country will pay back.
Thank YOU 🇮🇳 🙏 pic.twitter.com/iL4OssYKmoHolding the Arjuna Award 🏹 was My Childhood Dream, and today, it happened. I am so much Emotional 😢
— C A Bhavani Devi (@IamBhavaniDevi) November 15, 2021
Work Hard & Play for the Country. One day, the country will pay back.
Thank YOU 🇮🇳 🙏 pic.twitter.com/iL4OssYKmo
ସୋମବାର ସେ ଭାରତ ପହଞ୍ଚିବା ପରେ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଥିଲେ । ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କ୍ରୀଡାମନ୍ତ୍ରୀ ତାଙ୍କୁ ଅର୍ଜୁନ ଆୱାର୍ଡ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କ୍ରୀଡା ରାଜ୍ୟ ମନ୍ତ୍ରୀ ନୀତିଶ ପ୍ରାମାଣିକ ଓ କ୍ରୀଡା ସଚିବ ସୁଜାତା ଚତୁର୍ବେଦୀ ଉପସ୍ଥିତ ରହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ