ETV Bharat / sports

BFIର କୋରାନା କଟକଣା, ମ୍ୟାଚ ବେଳେ 60 ବର୍ଷରୁ ଉର୍ଦ୍ଧ୍ବ ଷ୍ଟାଫଙ୍କୁ ବାରଣ

author img

By

Published : May 22, 2020, 3:39 PM IST

ଭାରତୀୟ ବକ୍ସିଂ ଫେଡେରେସନ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆ ଏସଓପି ଜାରି କରିଛି । ମ୍ୟାଚ ସମୟରେ 60 ବର୍ଷରୁ ଉର୍ଦ୍ଧ୍ବ କର୍ମଚାରୀଙ୍କୁ ଷ୍ଟାଡିୟମ ଭିତରକୁ ବାରଣ କରାଯାଇଛି ।

Officials above 60 years won't be allowed in competition arena: BFI in SOP for resumption
BFIର କୋରାନା କଟକଣା, ମ୍ୟାଚ ବେଳେ 60 ବର୍ଷରୁ ଉର୍ଦ୍ଧ୍ବ ଷ୍ଟାଫଙ୍କୁ ବାରଣ

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ଯୋଗୁଁ ସାରା ଦେଶ ଲକଡାଉନରେ ରହିଛି । ତେବେ 4ର୍ଥ ପର୍ଯ୍ୟାୟ ଲକଡାଉନରେ ଭାରତ ସରକାର କଟକଣାକୁ ସାମାନ୍ୟ କୋହଳ କରିଛନ୍ତି । ସ୍ପୋର୍ଟ୍ସ ଓ ଷ୍ଟାଡିୟମ ଖୋଲିବାକୁ ଅନୁମତି ମିଳିବା ପରେ ଆଥଲେଟଙ୍କ ପାଇଁ ଅଭ୍ୟାସ ଆରମ୍ଭର ସୁଯୋଗ ସୃଷ୍ଟି ହୋଇଛି ।

ତେବେ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ବକ୍ସିଂ ଫେଡେରେସନ ନୂଆ ଏସଓପି ଜାରି କରିଛି । ବକ୍ସିଂ ଆରମ୍ଭ ହେଲେ, ଶୀତତାପ ନିୟନ୍ତ୍ରିତ ଭେନ୍ୟୁକୁ ବାରଣ କରାଯାଇଛି ।

ଏହା ପରିବର୍ତ୍ତେ ସୁସ୍ଥ ବାୟୁଚଳାଚଳ ସୁବିଧା ଥିବା ଭେନ୍ୟୁରେ ମ୍ୟାଚ ଆୟୋଜନ ପାଇଁ ଗାଇଡଲାଇନ ରହିଛି । ଏଥିସହିତ ମ୍ୟାଚ ସମୟରେ 60 ବର୍ଷରୁ ଉର୍ଦ୍ଧ୍ବ କର୍ମଚାରୀଙ୍କୁ ଷ୍ଟାଡିୟମ ଭିତରକୁ ବାରଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.