ETV Bharat / sports

Sub Junior Men National Championship 2022: ଗୋଆ ଯିବ ଓଡ଼ିଶା ଦଳ

ଜାତୀୟ ସବ୍‌ ଜୁନିଅର ହକି ଚମ୍ପିଆନ୍‌ସିପ୍‌ରେ ଭାଗ ନେବାକୁ ଗୋଆ ଗସ୍ତ କରିବ ଓଡ଼ିଶା ଦଳ । ଏଥିପାଇଁ ୧୫ ଜଣିଆ ଦଳ ଚୂଡ଼ାନ୍ତ କରିଛି ଓଡ଼ିଶା ହକି ସଂଘ । ଅଧିକ ପଢ଼ନ୍ତୁ

Sub Junior Men National Championship 2022: ଗୋଆ ଯିବ ଓଡ଼ିଶା ଦଳ
Sub Junior Men National Championship 2022: ଗୋଆ ଯିବ ଓଡ଼ିଶା ଦଳ
author img

By

Published : May 1, 2022, 1:02 PM IST

ଭୁବନେଶ୍ବର: ଜାତୀୟ ସବ୍‌ ଜୁନିଅର ହକି ଚମ୍ପିଆନ୍‌ସିପ୍‌ରେ ଭାଗ ନେବାକୁ ଗୋଆ ଗସ୍ତ କରିବ ଓଡ଼ିଶା ଦଳ । ଏଥିପାଇଁ ୧୫ ଜଣିଆ ଦଳ ଚୂଡ଼ାନ୍ତ କରିଛି ଓଡ଼ିଶା ହକି ସଂଘ । ଏହାକୁ ନେଇ ଓଡ଼ିଶା କ୍ରିକେଟ ସଂଘ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି ।

  • The #Odisha Sub Junior Men's Team is all set for #Goa to participate in the 12th Hockey India Sub Junior Men National Championship 2022 from 4-15 May.

    Arbin Toppo will lead the team with Rohit Singh as his deputy.

    P Lakshminarayan will accompany the team as the Head Coach. pic.twitter.com/0e0VVTz3rR

    — Odisha Sports (@sports_odisha) May 1, 2022 " class="align-text-top noRightClick twitterSection" data=" ">

ଦଳରେ ଅର୍‌ବିନ୍‌ ଟପ୍ପୋଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି । ସେହିଭଳି ରୋହିତ ସିଂହ ଉପ ଅଧିନାୟକ ଭାର ସମ୍ଭାଳିବେ । ତା ସହିତ ପି ଲକ୍ଷ୍ମୀ ନାରାୟଣ ଦଳର ମୁଖ୍ୟ କୋଚ୍‌ ଭୁମିକା ନିର୍ବାହ କରିବେ । ଏହାପୂର୍ବରୁ ଦଳୀୟ ଖେଳାଳିଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ମନୋବଳ ବଢ଼ାଇଛନ୍ତି ଓଡ଼ିଶା ଆଡହକ୍‌ ହକି କମିଟିର ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ ଓ ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.