ETV Bharat / sports

Odisha Open: ସେମିଫାଇନାଲରେ ଓଡିଆ ଝିଅ ଶ୍ବେତପର୍ଣ୍ଣା

author img

By

Published : Jan 28, 2022, 9:15 PM IST

ଇତିହାସ ରଚିଲେ ଓଡିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା(Swetaparna Panda) । ପ୍ରଥମ ଓଡିଆ ଝିଅ ଭାବେ BWF ସୁପର ୧୦୦ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରିବାର ଗୌରବ ଅର୍ଜନ କରିଛନ୍ତି । ଅଧିକ ପଢନ୍ତୁ

Odisha Open: Swetaparna Panda has become the first female shuttler from Odisha to reach the semifinals of a BWF Super 100 event
Odisha Open: ସେମିଫାଇନାଲରେ ଓଡିଆ ଝିଅ ଶ୍ବେତପର୍ଣ୍ଣା

କଟକ: ଇତିହାସ ରଚିଲେ ଓଡିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା । ଚଳିତ ଓଡିଶା ଓପନ(Odisha Open2022) ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମିକ୍ସଡ ଡବଲ୍ସ ଇଭେଣ୍ଟରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଶ୍ବେତପର୍ଣ୍ଣା । ଏହା ଶ୍ବେତପର୍ଣ୍ଣାଙ୍କ ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ ସେ ପ୍ରଥମ ଓଡିଆ ଝିଅ ଭାବେ BWF ସୁପର ୧୦୦ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରିବାର ଗୌରବ ଅର୍ଜନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ମହିଳା ଏସିଆ କପ୍‌ ହକିରେ ଭାରତକୁ ବ୍ରୋଞ୍ଜ ମେଡାଲ

ଶ୍ବେତପର୍ଣ୍ଣା ଓ ତାଙ୍କର ପାର୍ଟନର ବାଲକେଶରୀ ଯାଦବ ୨୧-୧୨, ୨୧-୧୨ ସିଧାସଳଖ ସେଟ୍‌ରେ ଆରକେ ଶାହ ଓ ଆର ଜୟସ୍ବାଲଙ୍କୁ ହରାଇ ଓଡିଶା ଓପନ ୨୦୨୨ ମିକ୍ସଡ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।ଅନ୍ୟପଟେ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଶୁଭଙ୍କର ଦେଙ୍କୁ ହରାଇ କିରଣ ଜର୍ଜ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ମାଳବିକା ବଂଶଦ ମଧ୍ୟନିଜର ବିଜୟୀ ପ୍ରଦର୍ଶନ ଜାରି ରଖିଛନ୍ତି । ଶୁକ୍ରବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ଇଭେଣ୍ଟର କ୍ବାର୍ଟର-ଫାଇନାଲ ମୁକାବିଲାରେ ବିଜୟ ସହ ଶୀର୍ଷ ୪ରେ ସ୍ଥାନ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.