ETV Bharat / sports

ରୌପ୍ୟ ହାସଲ କଲେ ପାର୍ବତୀ

ଓଡ଼ିଶାର ଆନ୍ତର୍ଜାତୀୟ ଆଥଲେଟ ପାର୍ବତୀ ସେଠୀ ଇଟାଲୀରେ ଚାଲିଥିବା ୟୁରୋପିଆନ୍‌ ମାଷ୍ଟର ଗେମ୍ସରେ ଡିସ୍‌କସ୍‌ ଥ୍ରୋରେ ରୌପ୍ୟ ପଦକ ଅର୍ଜନ କରିଛନ୍ତି ।

author img

By

Published : Aug 2, 2019, 8:25 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦ: ଓଡ଼ିଶାର ଆନ୍ତର୍ଜାତୀୟ ଆଥଲେଟ ପାର୍ବତୀ ସେଠୀ ଇଟାଲୀରେ ଚାଲିଥିବା ୟୁରୋପିଆନ୍‌ ମାଷ୍ଟର ଗେମ୍ସରେ ଡିସ୍‌କସ୍‌ ଥ୍ରୋରେ ରୌପ୍ୟ ପଦକ ଅର୍ଜନ କରିଛନ୍ତି । ଏହାପୂର୍ବରୁ ତିନିଦିନ ତଳେ ଅର୍ଥାତ ଗୁରୁବାର ସେ ସଟ୍‌ପୁଟରେ କାଂସ୍ୟ ପଦକ ହାସଲ କରିଥିଲେ ।

ଡିସ୍‌କସ୍‌ରେ ଚେକ୍‌ରେ ଜର୍ମାନୀ ମଧ୍ୟ କା˚ସ୍ୟ ପଦକ ଜିତିଥିଲା । ପାର୍ବତୀ ଏବେ ପୂର୍ବତଟ ରେଳବାଇରେ ଟିଟିଆଇ ଭାବେ କାର୍ଯ୍ୟରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.