ETV Bharat / sports

28 ଅକ୍ଟୋବରରୁ ଟେବୁଲ ଟେନିସ ଜାତୀୟ ଅଭ୍ୟାସ ଶିବିର

28 ଅକ୍ଟୋବରରୁ ଆରମ୍ଭ ହେବ ଟେବୁଲ ଟେନିସ ଜାତୀୟ ଅଭ୍ୟାସ ଶିବିର ।

author img

By

Published : Oct 24, 2020, 10:24 PM IST

National TT pratice camp in sonepat from Octeber 28 to December 28: SAI
28 ଅକ୍ଟୋବରରୁ ଟେବୁଲ ଟେନିସ ଜାତୀୟ ଅଭ୍ୟାସ ଶିବିର

ନୂଆଦିଲ୍ଲୀ: 28 ଅକ୍ଟୋବରରୁ ଆରମ୍ଭ ହେବ ଟେବୁଲ ଟେନିସ ଜାତୀୟ ଅଭ୍ୟାସ ଶିବିର । ସୋନିପତରେ 28 ଅକ୍ଟୋବରରୁ 8 ଡିସେମ୍ବର ପର୍ଯ୍ୟନ୍ତ ଏହି ଶିବିର ଆୟୋଜିତ ହେବ । ଏନେଇ ଶନିବାର ଭାରତୀୟ କ୍ରୀଡା ପ୍ରାଧିକରଣ(SAI) ପକ୍ଷରୁ ଘୋଷଣା ହୋଇଛି ।

ଏହି ଶିବିରରେ ରାଜ୍ୟଗୋଷ୍ଠୀ କ୍ରୀଡାରେ 4ଥର ସ୍ବର୍ଣ୍ଣ ପଦକ ବିଜେତା ଶରତ କମଲଙ୍କ ସମେତ ଅନ୍ୟ 10 ଖେଳାଳି ମଧ୍ୟ ଭାଗନେବେ ।

ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ

ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଟେବୁଲ ଟେନିସ ଜାତୀୟ ଶିବିର ପାଇଁ 18 ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଫଳରେ ଏହା ମାର୍ଚ୍ଚରୁ କୋରୋନା ଭାଇରସ ଲକଡାଉନ ପରେ ଏହି ଖେଳର ପ୍ରଥମ ଜାତୀୟ ଶିବିର ହେବ ।

ମୋଟ 11ଜଣ ଖେଳାଳିଙ୍କ ମଧ୍ୟରେ 5ଜଣ ପୁରୁଷ ଓ 6 ମହିଳା ଖେଳାଳି ରହିଛନ୍ତି । ଏଥିସହ 4ଜଣ ସହଯୋଗୀ ସଦସ୍ୟ ମଧ୍ୟ ଅଂଶଗ୍ରହଣ କରିବେ । ଏହାର ପରିଚାଳନା ସୋନିପତସ୍ଥିତ ଦିଲ୍ଲୀ ପବ୍ଳିକ ସ୍କୁଲରେ ଭାରତୀୟ ଟେବୁଲ ଟେନିସ ମହାସଂଘ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.