ETV Bharat / sports

ଆରମ୍ଭ ହେଲା ଜାତୀୟ ସ୍ତରୀୟ ସ୍ବିମିଂ ଚମ୍ପିଆନସିପ୍‌, 671 ସନ୍ତରଣକାରୀ ଦେଖାଇବେ ପ୍ରତିଭା - ସିଇଓ  ବିରେନ୍ଦ୍ର ନାନାବତୀ

ଭୋପାଳରେ ଆରମ୍ଭ ହୋଇଯାଇଛି 5ଦିନିଆ ଜାତୀୟସ୍ତରୀୟ ସ୍ବିମିଂ ଚମ୍ପିଆନସିପ୍‌ । ଏହି ଟୁର୍ଣ୍ଣାମେଣ୍ଟରେ 27ଟି ରାଜ୍ୟର ପ୍ରାୟ 671 ଜଣ ସନ୍ତରଣକାରୀ ଅଂଶ ଗ୍ରହଣ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Aug 31, 2019, 1:20 PM IST

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳସ୍ଥିତ ତରୁଣ ପୁଷ୍କରରେ ଆରମ୍ଭ ହୋଇଯାଇଛି ଜାତୀୟ ସ୍ତରୀୟ ସ୍ବିମିଂ ଚମ୍ପିଆନସିପ୍‌ । ଏହା 5ଦିନ ଯାଏଁ ଚାଲିବ। ଏଥିରେ 27ଟି ରାଜ୍ୟର ପ୍ରାୟ 671 ସନ୍ତରଣକାରୀ ଅଂଶ ଗ୍ରହଣ କରିଛନ୍ତି ।

ଶ୍ରେଷ୍ଠ ପ୍ରଦର୍ଶନ ମାଧ୍ୟମରେ 2020 ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିବା ଲାଗି ପଡିଛନ୍ତି ଏଠାରେ ଦକ୍ଷତା ପ୍ରଦର୍ଶିତ କରିବାକୁ ଆସିଥିବା ସନ୍ତରଣକାରୀ । ତେବେ ଏପରି ଜାତୀୟ ସ୍ତରର ଇଭେଣ୍ଟରେ ଭାରତର ଷ୍ଟାର ସ୍ବିମର ବୀରଧବଲ ଖାଡେ ଓ ଶ୍ରୀହରି ନଟରାଜନ ମଧ୍ୟ ଅଂଶଗ୍ରହଣ କରିଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଏହି ଚମ୍ପିଆନସିପ୍‌କୁ ଦୃଷ୍ଟିରେ ରଖି ତରୁଣ ପୁଷ୍କରର ନବକଳେବର କରାଯାଇଛି। ଏହା ସହ ସ୍ବିମିଂ ଫେଡରେଶନ ଅଫ୍‌ ଇଣ୍ଡିଆର ସିଇଓ ବିରେନ୍ଦ୍ର ନାନାବତୀଙ୍କ ଅନୁସାରେ ଆସନ୍ତ ମାସରେ ବେଙ୍ଗାଲୁରୁ ଠାରେ ଆରମ୍ଭ ହେବାକୁ ଥିବା ଏସିଆନ ଏଜ ଗ୍ରୁପ ଚମ୍ପିଆନସିପ୍‌ରେ 35ଦେଶର ସନ୍ତରଣକାରୀ ଅଂଶଗ୍ରହଣ କରିବେ।

Intro:भोपाल- राजधानी भोपाल के तरुण पुष्कर मैं आज से नेशनल स्विमिंग चैंपियनशिप के शुरुआत हो गई है और सुबह से ही हिट कंपटीशन शुरू हो चुके हैं इस चैंपियनशिप के मौके पर स्विमिंग फेडरेशन ऑफ इंडिया के सीईओ सुरेंद्र नानावटी भी राजधानी में मौजूद है वीरेंद्र नानावटी ने कहा कि इस प्रतियोगिता में भारत के स्टार स्विमर वीरधवल खड़े और श्रीहरि नटराजन समेत कई खिलाड़ी हिस्सा ले रहे हैं और बेंगलुरु में अगले महीने दंसवा एशियन एज ग्रुप चैंपियनशिप 2019 शुरू होने जा रहा है।

Body:स्विमिंग फेडरेशन ऑफ इंडिया के सीईओ वीरेंद्र नानावटी ने बताया कि बेंगलुरु में होने वाले एशियन एज ग्रुप चैंपियनशिप में 35 देशों के तैराक हिस्सा ले रहे हैं और इस बार भारत के स्टार स्विमर काफी अच्छा प्रदर्शन करेंगे और उम्मीद है कि इंडिया को ज्यादा से ज्यादा मेडल दिलाएंगे।

121- वीरेंद्र नानावटी, सीईओ, स्विमिंग फेडरेशन ऑफ इंडिया।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.