ହାଇଦ୍ରାବାଦ: ନାଡା ଗୁରୁବାର ଦିନ 2020 ବର୍ଷ ପାଇଁ ରୋଡମ୍ୟାପ ସେୟାର କରିଛନ୍ତି । ଚଳିତବର୍ଷ ଆଥଲେଟଙ୍କ ପାଇଁ ବ୍ୟସ୍ତତାପୂର୍ଣ୍ଣ ବର୍ଷ ରହିବ । କାରଣ ଚଳିତବର୍ଷ 2020 ଅଲମ୍ପିକ ଆୟୋଜିତ ହେଉଛି। ଏଥିସହ ଆହୁରି ଅନେକ ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜିତ ହେବ ।
![nada](https://etvbharatimages.akamaized.net/etvbharat/prod-images/5568116_screenshot-1740.jpg)
ତେଣୁ ନାଡାର ନଜର ଖେଳାଳିଙ୍କ ଉପରେ ରହିବ । ନାଡା ରାଷ୍ଟୀୟ, ଅନ୍ତରାଷ୍ଟ୍ରୀୟ ସହିତ ପ୍ରମୁଖ ଖେଳମାନଙ୍କରେ ଡୋପଟେଷ୍ଟ କରିବାର ଧ୍ୟାନ କେନ୍ଦ୍ରିତ କରିଛି ।
![nada](https://etvbharatimages.akamaized.net/etvbharat/prod-images/5568116_screenshot-1741.jpg)
ଆହୁରି କହିଛି ଖେଳାଳିମାନେ ନିଜର ଦେଶ ହିତରେ କାମ କରିବେ । ସେମାନଙ୍କ ଭଲ ସ୍ବାସ୍ଥ୍ୟ ଓ ସଫଳତା ମିଳୁ । ନୂତନବର୍ଷର ଅଭିନନ୍ଦନ ।