ETV Bharat / sports

ମୁଷ୍ଟିଯୋଦ୍ଧା ସୁମିତ ସଙ୍ଗୱାନଙ୍କ ଉପରୁ ବ୍ୟାନ ହଟାଇଲା 'ନାଡା'

author img

By

Published : Mar 3, 2020, 2:11 PM IST

ମୁଷ୍ଟିଯୋଦ୍ଧା ସୁମିତ ସଙ୍ଗୱାନଙ୍କ ଉପରୁ ବ୍ୟାନ ହଟାଇଲା ନାଡା । ଟୋକିଓ ଅଲମ୍ପିକରେ ମଧ୍ୟ ଅଂଶ ଗ୍ରହଣ କରିପାରିବେ ସୁମିତ । ଅଧିକ ପଢ଼ନ୍ତୁ...

nada-revokes-ban-on-sumit-sangwan
ମୁଷ୍ଟିଯୋଦ୍ଧା ସୁମିତ ସଙ୍ଗୱାନଙ୍କ ଉପରା ବ୍ୟାନ ହଟାଇଲା ନାଡା

ନୂଆଦିଲ୍ଲୀ: ଗୋଟିଏ ବର୍ଷ ପୂର୍ବରୁ ନିଷେଧ ହୋଇଥିବା ଦ୍ରବ୍ୟ ସେବନ କରି ଖେଳିବାରୁ ବାଦ ପଡିଥିବା ବକ୍ସର ସୁମିତ ସଙ୍ଗୱାନଙ୍କ ଉପରୁ ବ୍ୟାନ ହଟାଇଛି ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) । ଅଜାଣତରେ ଔଷଧ ଖାଇଥିବା ନେଇ ସୁମିତ ପ୍ରମାଣ କରିବା ପରେ ତାଙ୍କ ଉପରୁ ହଟିଛି ବ୍ୟାନ ।

ପୂର୍ବତନ ଏସିଆ କ୍ରୀଡା ପ୍ରତିଯୋଗୀତାରେ ରୌପ୍ୟ ପଦକ ବିଜେତା ସୁମିତଙ୍କ ଡୋପିଂ ଟେଷ୍ଟ ବେଳେ ତାଙ୍କ ନମୁନାରୁ ଏସେଟାଜୋଲାମାଇଡ(Acetazolamide) ମିଳିଥିଲା । ଯାହାପରେ ତାଙ୍କୁ ଗୋଟିଏ ବର୍ଷ ପାଇଁ ଖେଳରୁ ବ୍ୟାନ କରାଯାଇଥିଲା । ତେବେ ସୁମିତ ଦେଇଥିବା ସମସ୍ତ ତଥ୍ୟ ପ୍ରମାଣିତ ହେବା ପରେ ତାଙ୍କ ଉପରୁ ବ୍ୟାନ ହଟାଇଛି ନାଡା ।

ତେବେ ବର୍ତ୍ତମାନ ସୁମିତ ଟୋକିଓ ଅଲମ୍ପିକରେ ମଧ୍ୟ ଅଂଶ ଗ୍ରହଣ କରିପାରିବେ । ବ୍ୟାନ ହଟିବା ପରେ ସଙ୍ଗୱାନ କହିଛନ୍ତି ଯେ ତାଙ୍କୁ ଏହି ସମୟରେ ଅନେକ କିଛି ସହିବାକୁ ପଡିଥିଲା । କିନ୍ତୁ ତାଙ୍କ ପରିବାର ସବୁବେଳେ ତାଙ୍କୁ ଏହି ପରିସ୍ଥିତିରୁ ବାହାରିବା ପାଇଁ ସହଯୋଗ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.