ETV Bharat / sports

ନାଡାର ବ୍ରାଣ୍ଡ ଆମ୍ବାସଡର ହେଲେ ସୁନୀଲ ସେଟ୍ଟୀ

author img

By

Published : Dec 10, 2019, 2:08 PM IST

Updated : Dec 11, 2019, 7:06 AM IST

ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ବା ଜାତୀୟ ନିଶା ନିବାରଣ ସଂସ୍ଥାର ବ୍ରାଣ୍ଡ ଆମ୍ବାସଡର ହେଲେ ବଲିଉଡ ଆକ୍ଟର ସୁନୀଲ ସେଟ୍ଟୀ ।

nada names suniel shetty as brand ambassador
ନାଡାର ବାଣ୍ଡ ଆମ୍ବାସଡର ହେଲେ ସୁନୀଲ ସେଟ୍ଟୀ

ନୂଆଦିଲ୍ଲୀ: ନାଡାର ବ୍ରାଣ୍ଡ ଆମ୍ବାସଡର ହେଲେ ଆନ୍ନା । ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନସି ବା ଜାତୀୟ ନିଶା ନିବାରଣ ସଂସ୍ଥା ପାଇଁ ସଚେତନତା କରାଇବେ ବଲିଉଡ ଆକ୍ଟର ସୁନୀଲ ସେଟ୍ଟୀ । ତେବେ ନିକଟରେ ନାଡା ସହ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ(AIFF) ମିଳିତ ଭାବେ ଫୁଟବଲରଙ୍କ ପାଇଁ ଏକ ସ୍ବତନ୍ତ୍ର ସଚେତନତା କ୍ୟାମ୍ପର ଆୟୋଜନ କରିଥିଲା ।

ନାଡାର ଆଞ୍ଚଳିକ ଅଧକ୍ଷ ଡଃ ଶ୍ୟାମ କୁମାର ଆଡପା କହିଛନ୍ତି, ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଫୁଟବଲକୁ ଏକ ନିଶା ମୁକ୍ତ ଖେଳ କରିବା । ଖେଳାଳି କିପରି ଏନେଇ ସଜାଗ ରହିବେ ସେଥି ପ୍ରତି ଗୁରୁତ୍ବ ଦେବା ଆମର ଲକ୍ଷ୍ୟ ।

Intro:Body:

BLANK FOR LINK 

Conclusion:
Last Updated : Dec 11, 2019, 7:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.