ETV Bharat / sports

ଡୋପ ଟେଷ୍ଟରେ ଫେଲ ମାରିଲେ ଓଡିଆ ଆଥଲେଟ୍‌ କେ. ରବିକୁମାର - odia athleth

ଡୋପ ଟେଷ୍ଟରେ ଫେଲ ହୋଇଛନ୍ତି ଓଡିଆ ଆଥଲେଟ୍‌ କେ. ରବିକୁମାର । 2010 କମନୱେଲ୍‌ଥ ଗେମର ସ୍ବର୍ଣ୍ଣ ପଦକ ବିଜେତା ତଥା ଅଲମ୍ପିକ୍‌ ପ୍ରତିଯୋଗୀ ହେଉଛନ୍ତି ଓଡିଆ ଭାରୋତ୍ତଳନକାରୀ କେ. ରବିକୁମାର ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jun 18, 2019, 11:36 AM IST

ଭୁବନେଶ୍ବର: ଓଡିଶା କ୍ରୀଡା ଜଗତ ପାଇଁ ଦୁଖଃଦ ଖବର । ଡୋପିଙ୍ଗ୍‌ ଟେଷ୍ଟରେ ଫେଲ ହୋଇଛନ୍ତି ଓଡିଆ ଆଥଲେଟ୍‌ କେ. ରବିକୁମାର । 2010 କମନୱେଲ୍‌ଥ ଗେମର ସ୍ବର୍ଣ୍ଣ ପଦକ ବିଜେତା ତଥା ଅଲମ୍ପିକ୍‌ ପ୍ରତିଯୋଗୀ ହେଉଛନ୍ତି ଓଡିଆ ଭାରୋତ୍ତଳନକାରୀ କେ. ରବିକୁମାର ।

ନାଡା(ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନସି) ଦ୍ବାରା ହୋଇଥିବା ପରୀକ୍ଷାରେ ତାଙ୍କର ଏ-ସାମ୍ପୁଲ ପଜିଟିଭ ଆସିଥିଲା । ତେଣୁ ତାଙ୍କୁ ଇଣ୍ଡିଆନ ଓ୍ବେଟଲିଫ୍ଟିଂ ପେଡରେସନ(ଡବ୍ଲୁଆଇଏଫ) ପକ୍ଷରୁ ଦୁଇ ବର୍ଷ ପାଇଁ ବ୍ୟାନ କରାଯାଇଛି ।

ତେବେ 2010 ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 69କେଜି ବର୍ଗରେ ସ୍ବର୍ଣ୍ଣ ପଦକ ହାତେଇ ଥିଲେ ରବିକୁମାର । ଗତ ମାସରେ ହୋଇଥିବା ଡୋପିଂ ଟେଷ୍ଟରେ ରବିକୁମାରଙ୍କ ସମେତ ଅନ୍ୟ 6ଜଣ ଭାରୋତ୍ତଳନକାରୀ ମଧ୍ୟ ଫେଲ ମାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.