ETV Bharat / sports

ଫୁଟବଲ କ୍ଲବ କିଣିବେନି ଏଲନ ମସ୍କ

ଟ୍ବିଟରରେ ଚାଲିଥିବା ଫୁଟବଲ ବଲ କ୍ଲବ କିଣିବା ଟ୍ରେଣ୍ଡିଂର ଖଣ୍ଡନ କରିଲେ ଟେଲସା ଏବଂ ସ୍ପେସଏକ୍ସର ସିଇଓ ଏଲନ ମସ୍କ । ଏ ବାବଦରେ ସେ କହିଛନ୍ତି ତାହା ଟ୍ବିଟରରେ ଚାଲିଥିବା ଏକ ଗୁଜବ ଖବର । ଅଧିକ ପଢନ୍ତୁ

author img

By

Published : Aug 18, 2022, 8:55 AM IST

ଫୁଟବଲ କ୍ଲବ କିଣିବା ଟ୍ବିଟର ଖଣ୍ଡନ କଲେ ଏଲନ ମସ୍କ

ହାଇଦ୍ରାବାଦ: କୌଣସି ଫୁଟବଲ କ୍ଲବ କିଣିବାକୁ ଯାଉନାହାନ୍ତି ଏଲନ ମସ୍କ । ଟ୍ବିଟରରେ ଚାଲିଥିବା ଫୁଟବଲ ବଲ କ୍ଲବ କିଣିବା ଟ୍ରେଣ୍ଡିଂର ଖଣ୍ଡନ କରିଲେ ଟେଲସା ଏବଂ ସ୍ପେସଏକ୍ସର ସିଇଓ ଏଲନ ମସ୍କ । ଏ ବାବଦରେ ସେ କହିଛନ୍ତି ତାହା ଟ୍ବିଟରରେ ଚାଲିଥିବା "ଏକ ଗୁଜବ ଖବର । ମୁଁ କୌଣସି ଫୁଟବଲ ଦଳ କିଣିବାକୁ ଯାଉନାହିଁ ।"

  • Also, I’m buying Manchester United ur welcome

    — Elon Musk (@elonmusk) August 17, 2022 " class="align-text-top noRightClick twitterSection" data=" ">

କିଛି ସମୟ ପୂର୍ବରୁ ଫୁଟବଲ ଦଳ କିଣିବା ନେଇ ଟ୍ବିଟରରେ ଟ୍ରେଣ୍ଡ କରିଥିଲେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ । ମଞ୍ଚେଷ୍ଟର ୟୁନାଇଟେଡ ଫୁଟବଲ କ୍ଲବ ସେ କିଣିବାକୁ ଯାଉଛନ୍ତି, ସେଥିରେ ଆପଣ ମାନଙ୍କୁ ସ୍ବାଗତ ଏନେଇ ଏଲନ ମସ୍କ ଟ୍ବିଟ କରିଥିଲେ । ମସ୍କଙ୍କର ଏହି ଟ୍ବିଟ ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଥିଲା । କିନ୍ତୁ ଏହା ଗୁଜବ ବୋଲି ସେ ଖଣ୍ଡନ କରିଛନ୍ତି । ସେ କୌଣସି ଫୁଟବଲ ଦଳ କିଣିବାକୁ ଯାଉନାହିଁ । ଏହା ସହିତ ସେ ଆଉ ଏକ ଟ୍ବିଟ କରି ଲେଖିଛନ୍ତି କି, ସେ ଜଣାଇବାକୁ ଚାହୁଁଛନ୍ତି ରିପବ୍ଲିକ ପାର୍ଟି ଏବଂ ଡେମୋକ୍ରେଟିକ ପାର୍ଟି ଉଭୟ ଦଳକୁ ସେ ସପକ୍ଷ କରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.