ETV Bharat / sports

ଟୋକିଓ ଅଲମ୍ପିକ ଟିକେଟ ହାତେଇଲେ ମୀରାବାଇ ଚାନୁ-ଜେରେମି ଲାଲ୍ରିନ୍ନୁଙ୍ଗା - ଜେରେମି ଲାଲ୍ରିନ୍ନୁଙ୍ଗା ଟୋକିଓ ଅଲମ୍ପିକ ଟିକେଟ

ଭାରଉତ୍ତୋଳନରେ ଆଉ ଦୁଇ ଭାରତୀୟ ଖେଳାଳିଙ୍କୁ ମିଳିଲା ଟୋକିଓ ଟିକେଟ । ମୀରାବାଇ ଚାନୁ ଓ ଜେରେମି ଲାଲ୍ରିନ୍ନୁଙ୍ଗା ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଏନେଇ ଭାରତୀୟ ଭାରଉତ୍ତୋଳନ ଫେଡେରେସନ ପକ୍ଷରୁ ସୂଚନା ଦିଆଯାଇଛି ।

Mirabai Chanu and Jeremy Lalrinnunga qualify for Tokyo Olympics, confirms Indian weightlifting federation
ଟୋକିଓ ଅଲମ୍ପିକ ଟିକେଟ ହାତେଇଲେ ମୀରାବାଇ ଚାନୁ-ଜେରେମି ଲାଲ୍ରିନ୍ନୁଙ୍ଗା
author img

By

Published : Apr 19, 2020, 1:45 PM IST

ନୂଆଦିଲ୍ଲୀ: ଭାରଉତ୍ତୋଳନରେ ଆଉ ଦୁଇ ଭାରତୀୟ ଖେଳାଳିଙ୍କୁ ମିଳିଲା ଟୋକିଓ ଟିକେଟ । ମୀରାବାଇ ଚାନୁ ଓ ଜେରେମି ଲାଲ୍ରିନ୍ନୁଙ୍ଗା ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଏନେଇ ଭାରତୀୟ ଭାରଉତ୍ତୋଳନ ଫେଡେରେସନ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ତର୍ଜାତୀୟ ଭାରଉତ୍ତୋଳନ ଫେଡେରେସନ ମାନ୍ୟତା ତାଲିକାରେ ଶ୍ରେଷ୍ଠ 8ଜଣ ଭାରଉତ୍ତୋଳନକାରୀ ଯୋଗ୍ୟତା ଅର୍ଜନ କରିବାା ନେଇ ନିୟମ ରହିଛି । ମୀରାବାଇ ଚାନୁ ତାଲିକାର 8ମ ସ୍ଥାନରେ ରହିଛନ୍ତି । ଜେରେମି ଲାଲ୍ରିନ୍ନୁଙ୍ଗା ତାଲିକାର 2ୟ ସ୍ଥାନରେ ରହିଛନ୍ତି ।

ଲକଡାଉନରେ ପ୍ରସ୍ତୁତି ନେଇ କୌଣସି ଅସୁବିଧା ନଥିବା କହିବା ସହ, NIS ପଟିଆଲାରେ ଆଥଲେଟ ସୁରକ୍ଷିତ ଓ ସୁସ୍ଥ ରହିଥିବା ଭାରତୀୟ ଭାରଉତ୍ତୋଳନ ଫେଡେରେସନ ସଭାପତି ସହଦେବ ଯାଦବ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.