ETV Bharat / sports

ସ୍ପୋର୍ଟ୍ସ ଆୱାର୍ଡ 2020: କ୍ରୀଡା ମନ୍ତ୍ରଣାଳୟର ମନୋନୟନ ପ୍ରକିୟା ଆରମ୍ଭ

ସ୍ପୋର୍ଟ୍ସ ଆୱାର୍ଡ 2020 ପାଇଁ ଭାରତ ସରକାରଙ୍କ କ୍ରୀଡାମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଛି ମନୋନୟନ ପ୍ରକିୟା ।

author img

By

Published : May 5, 2020, 3:49 PM IST

Ministry begins nomination process for Sports Awards 2020
ସ୍ପୋର୍ଟ୍ସ ଆୱାର୍ଡ 2020: କ୍ରୀଡା ମନ୍ତ୍ରଣାଳୟର ମନୋନୟନ ପ୍ରକିୟା ଆରମ୍ଭ

ନୂଆଦିଲ୍ଲୀ: ସ୍ପୋର୍ଟ୍ସ ଆୱାର୍ଡ 2020 ପାଇଁ ମନୋନୟନ ପ୍ରକିୟା ଆରମ୍ଭ କରିଛି କ୍ରୀଡାମନ୍ତ୍ରଣାଳୟ । ବାର୍ଷିକ କ୍ରୀଡା ଉତ୍ସବ ପାଇଁ ମନ୍ତ୍ରଣାଳୟ ପକ୍ଷୁରୁ ଭାରତୀୟ କ୍ରୀଡା ପ୍ରାଧୀକରଣ, ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ ଓ ଅଲମ୍ପିକ ଆସୋସିଏନଙ୍କୁ ଖେଳାଳିଙ୍କ ସୁପାରିଶ ପାଇଁ ଆମନ୍ତ୍ରଣ କରାଯାଇଛି।

ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର, ଲାଇଫ ଟାଇମ ଆଚିଭମେଣ୍ଟ ପାଇଁ ଧ୍ୟାନଚାନ୍ଦ ଆୱାର୍ଡ, ଦ୍ରୋଣାଚାର୍ଯ୍ୟ ଆୱାର୍ଡ, ଅର୍ଜୁନ ଆୱାର୍ଡ ଓ ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ ପ୍ରଦାନ କରାଯିବ । ଆବେଦନ ପ୍ରକିୟାର ଶେଷ ତାରିଖ ଜୁନ 3 ରହିଛି ।

ପୂର୍ବ ବର୍ଷ ମାନଙ୍କରେ ଏହି ପ୍ରକ୍ରିୟା ଏପ୍ରିଲ ମାସ ସୁଦ୍ଧା ଶେଷ ହୁଏ । ମାତ୍ର ଚଳିତ ବର୍ଷ କୋରୋନା ଭାଇରସ ଯୋଗୁଁ ଏଥିରେ ସାମାନ୍ୟ ବିଳମ୍ବ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.