ETV Bharat / sports

MENS HOCKEY WORLD CUP 2023: ନଜର ପକାନ୍ତୁ ହକି ବିଶ୍ବକପ ଖେଳସୂଚୀ ଉପରେ - hockey world cup

ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି । ଭାରତ ସହ ପୁଲ୍‌ D'ରେ ଅପେକ୍ଷାକୃତ ଦୁର୍ବଳ ଟିମ ଥିବାରୁ ଘରୋଇ ଟିମ ସହଜ ପୁଲ୍‌ରେ ଥିବା କୁହାଯାଉଛି । ଫଳରେ କ୍ବାର୍ଟରଫାଇନାଲ ପର୍ଯ୍ୟନ୍ତ ସହଜରେ ପହଞ୍ଚିବା ସହ ବିଶ୍ବକପ ଟ୍ରଫି ଜିତିବାର ସୁବର୍ଣ୍ଣ ସୁଯୋଗ ଭାରତୀୟ ହକି ଟିମ ନିକଟରେ ରହିଥିବା କୁହାଯାଉଛି । ଅଧିକ ପଢନ୍ତୁ

ହକି ବିଶ୍ବକପ ଖେଳସୂଚୀ
ହକି ବିଶ୍ବକପ ଖେଳସୂଚୀ
author img

By

Published : Dec 22, 2022, 7:51 AM IST

ହାଇଦ୍ରାବାଦ: ୨୦୨୩ ହକି ବିଶ୍ବ କପ ପାଇଁ ପ୍ରାୟୋଜକ ରହିଛି ଓଡିଶା । ଭୁବନେଶ୍ବରରେ ଥିବା କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହକି ବିଶ୍ବ କପ ଖେଳାଯିବ । ମୋଟ୍‌ ୧୬ଟି ଟିମକୁ ୪ଟି ପୁଲ୍‌ରେ ବିଭକ୍ତ କରାଯାଇଛି ଓ ପ୍ରତ୍ୟେକ ପୁଲ୍‌ରେ ୪ଟି ଲେଖାଏଁ ଟିମ ରହିଛନ୍ତି । ପୁଲ Dରେ ଭାରତ ସ୍ଥାନ ପାଇଛି । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି । ଭାରତ ସହ ପୁଲ୍‌ D'ରେ ଅପେକ୍ଷାକୃତ ଦୁର୍ବଳ ଟିମ ଥିବାରୁ ଘରୋଇ ଟିମ ସହଜ ପୁଲ୍‌ରେ ଥିବା କୁହାଯାଉଛି । ଫଳରେ କ୍ବାର୍ଟରଫାଇନାଲ ପର୍ଯ୍ୟନ୍ତ ସହଜରେ ପହଞ୍ଚିବା ସହ ବିଶ୍ବକପ ଟ୍ରଫି ଜିତିବାର ସୁବର୍ଣ୍ଣ ସୁଯୋଗ ଭାରତୀୟ ହକି ଟିମ ନିକଟରେ ରହିଥିବା କୁହାଯାଉଛି ।

ପୁଲ A

ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ, ଆର୍ଜେଣ୍ଟିନା

ପୁଲ B

ବେଲଜିୟମ, ଜାପାନ, କୋରିଆ, ଜର୍ମାନୀ

ପୁଲ C

ନେଦରଲାଣ୍ଡ, ଚିଲି, ମାନେସିଆ, ନ୍ୟୁଜିଲାଣ୍ଡ

ପୁଲ D

ଭାରତ, ୱେଲ୍ସ, ସ୍ପେନ, ଇଂଲଣ୍ଡ

ହକି ବିଶ୍ବକପ ଖେଳସୂଚୀ

13/01/2023 - ଆର୍ଜେଣ୍ଟିନା ବନାମ ଦକ୍ଷିଣ ଆଫ୍ରିକା - ଗ୍ରୁପ୍ A - ଭୁବନେଶ୍ବର- 1 PM

13 / 01/2023 - ଅଷ୍ଟ୍ରେଲିଆ ବନାମ ଫ୍ରାନ୍ସ - ଗ୍ରୁପ୍ A -ଭୁବନେଶ୍ବର- 3 PM

13 / 01/2023 - ଇଂଲଣ୍ଡ ବନାମ ୱେଲ୍ସ - ଗ୍ରୁପ୍ D - ରାଉରକେଲା - 5 PM

13/01/2023 - ଭାରତ ବନାମ ସ୍ପେନ୍ - ଗ୍ରୁପ୍ D - ରାଉରକେଲା - 7 PM

14/01/2023 - ନ୍ୟୁଜିଲ୍ୟାଣ୍ଡ ବନାମ ଚିଲି - ଗ୍ରୁପ୍ C - ରାଉରକେଲା - 1 PM

14/01/2023 - ନେଦରଲ୍ୟାଣ୍ଡ ବନାମ ମାଲେସିଆ - ଗ୍ରୁପ୍ C - ରାଉରକେଲା - ଅପରାହ୍ନ 3 ଟା

14/01/2023 - ବେଲଜିୟମ୍ ବନାମ କୋରିଆ - ଗ୍ରୁପ୍ B - ଭୁବନେଶ୍ବର - 5PM

14/01/2023 - ଜର୍ମାନୀ ବନାମ ଜାପାନ - ଗ୍ରୁପ୍ B - ଭୁବନେଶ୍ବର - 7 PM

15/01/2023 - ସ୍ପେନ୍ ବନାମ ୱେଲ୍ସ - ଗ୍ରୁପ୍ D - ରାଉରକେଲା - 5 PM

15/01/2023 - ଇଂଲଣ୍ଡ ବନାମ ଭାରତ - ଗ୍ରୁପ୍ D - ରାଉରକେଲା - 7 PM

16/01/2023 - ମାଲେସିଆ ବନାମ ଚିଲି - ଗ୍ରୁପ୍ C - ରାଉରକେଲା - 1 PM

16/01/2023 - ନ୍ୟୁଜିଲ୍ୟାଣ୍ଡ ବନାମ ନେଦରଲ୍ୟାଣ୍ଡ - ଗ୍ରୁପ୍ C - ରାଉରକେଲା - 3 PM

16 / 01/2023 - ଫ୍ରାନ୍ସ ବନାମ ଦକ୍ଷିଣ ଆଫ୍ରିକା - ଗ୍ରୁପ୍ A - ଭୁବନେଶ୍ବର - 5 PM

16/01/2023 - ଆର୍ଜେଣ୍ଟିନା ବନାମ ଅଷ୍ଟ୍ରେଲିଆ - ଗ୍ରୁପ୍ A - ଭୁବନେଶ୍ବର - 7 PM

17/01/2023 - କୋରିଆ ବନାମ ଜାପାନ - ଗ୍ରୁପ୍ B - ଭୁବନେଶ୍ବର - 5 PM

17/01/2023 - ଜର୍ମାନୀ ବନାମ ବେଲଜିୟମ - ଗ୍ରୁପ୍ B - ଭୁବନେଶ୍ବର - 7 PM

19/01/2023 - ମାଲେସିଆ ବନାମ ନ୍ୟୁଜିଲ୍ୟାଣ୍ଡ - ଗ୍ରୁପ୍ C - ଭୁବନେଶ୍ବର - 1 PM

19/01/2023 - ନେଦରଲ୍ୟାଣ୍ଡ ବନାମ ଚିଲି - ଗ୍ରୁପ୍ C - ଭୁବନେଶ୍ବର - 3 PM

19/01/2023 - ସ୍ପେନ୍ ବନାମ ଇଂଲଣ୍ଡ - ଗ୍ରୁପ୍ D - ଭୁବନେଶ୍ବର - 5 PM

19/01/2023 - ଭାରତ ବନାମ ୱେଲ୍ସ - ଗ୍ରୁପ୍ D - ଭୁବନେଶ୍ବର - 7 PM

20/01/2023 - ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା - ଗ୍ରୁପ୍ A - ରାଉରକେଲା - 1 PM

20/01/2023 - ଫ୍ରାନ୍ସ ବନାମ ଆର୍ଜେଣ୍ଟିନା - ଗ୍ରୁପ୍ A - ରାଉରକେଲା - 3 PM

20 / 01/2023 - ବେଲଜିୟମ ବନାମ ଜାପାନ - ଗ୍ରୁପ୍ B - ରାଉରକେଲା - 5 PM

20/01/2023 - କୋରିଆ ବନାମ ଜର୍ମାନୀ - ଗ୍ରୁପ୍ B - ରାଉରକେଲା - 7 PM

କ୍ରସଓଭର ମ୍ୟାଚ

22/01/2023 - ଦ୍ବିତୀୟ ପୁଲ୍ C ବନାମ ତୃତୀୟ ପୁଲ୍ D - ଭୁବନେଶ୍ବର - 4:30 PM

22 / 01/2023 - ଦ୍ବିତୀୟ ପୁଲ୍ D ବନାମ ତୃତୀୟ ପୁଲ୍ C - ଭୁବନେଶ୍ବର - 7 PM

23/01/2023 - ଦ୍ବିତୀୟ ପୁଲ୍ A ବନାମ ତୃତୀୟ ପୁଲ୍ B - ଭୁବନେଶ୍ବର - 4:30 PM

23 / 01/2023 - ଦ୍ବିତୀୟ ପୁଲ୍ B ବନାମ ତୃତୀୟ ପୁଲ୍ A - ଭୁବନେଶ୍ବର - 7 PM

କ୍ବାର୍ଟର ଫାଇନାଲ

24/01/2023 - ପ୍ରଥମ କ୍ବାର୍ଟର ଫାଇନାଲ - ଭୁବନେଶ୍ବର - 4:30 PM

24/01/2023 -ଦ୍ବିତୀୟ କ୍ବାର୍ଟର ଫାଇନାଲ - ଭୁବନେଶ୍ବର - 7 PM

25/01/2023 - ତୃତୀୟ କ୍ବାର୍ଟର ଫାଇନାଲ - ଭୁବନେଶ୍ବର - 4:30 PM

25/01/2023 - ଚତୁର୍ଥ କ୍ୱାର୍ଟର ଫାଇନାଲ - ଭୁବନେଶ୍ବର - 7 PM

26/01/2023 - ପ୍ଲେସମେଣ୍ଟ ମ୍ୟାଚ (9-16-16)

ସେମି ଫାଇନାଲ

27/01/2023 - ପ୍ରଥମ ସେମି ଫାଇନାଲ୍ - ଭୁବନେଶ୍ବର - 4:30 PM

27/01/2023 - ୨ୟ ସେମି ଫାଇନାଲ୍ - ଭୁବନେଶ୍ବର - 7 PM

28/01/2023 - ପ୍ଲେସମେଣ୍ଟ୍ ମ୍ୟାଚ୍ (13-16-ଏବଂ 9-ଦ୍ବାଦଶ)

ଫାଇନାଲ

29/01/2023 - ବ୍ରୋଞ୍ଜ ପଦକ ମ୍ୟାଚ - 4:30 ଅପରାହ୍ନ

29/01/2023 - ସ୍ବର୍ଣ୍ଣ ପଦକ ମ୍ୟାଚ - 7 PM |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.