ETV Bharat / sports

ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ: କ୍ବାର୍ଟରରେ ମେରି କମ

author img

By

Published : Oct 8, 2019, 8:49 PM IST

Updated : Oct 8, 2019, 8:56 PM IST

ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ଷ୍ଟାର ବକ୍ସର ମେରି କମ । ଅଧିକ ପଢନ୍ତୁ...

ମେରି କମ

ହାଇଦ୍ରାବାଦ: ମହିଳା ବିଶ୍ବ ବକ୍ସିଂ ଚମ୍ପିଆନସିପର କ୍ବାର୍ଟର ଫାଇନାଲରେ ଷ୍ଟାର ବକ୍ସର ମେରି କମ । 36 ବର୍ଷୀୟ ଭାରତୀୟ ବକ୍ସର ମେରିକମ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ମାତ୍ର 3 ମିନିଟରେ ହିଁ ପ୍ରତିପକ୍ଷ ବକ୍ସରଙ୍କୁ ପରାଜୟର ରାସ୍ତା ଦେଖାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: twitter@BFI_official

51 କିଲୋଗ୍ରାମ ବର୍ଗରେ 5-0 ପଏଣ୍ଟରେ ଥାଇଲାଣ୍ଡର ଜୁତୋମାସ ଜିତପଙ୍ଗଙ୍କୁ ମାତ ଦେଇଛନ୍ତି ମେରି କମ । ଏଥିସହିତ କ୍ବାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।

ତେବେ 75 କିଲୋଗ୍ରାମ ବର୍ଗରେ ଭାରତକୁ ନିରାଶ ହେବାକୁ ପଡିଛି । ପୂର୍ବତନ ରୌପ୍ୟ ପଦକ ବିଜେତା ସାତ୍ତ୍ବୀ ବୋରା ପ୍ରି-କ୍ବାର୍ଟାର ଫାଇନାଲ ମୁକାବିଲାରେ ପରାସ୍ତ ହୋଇଛନ୍ତି ।

Intro:Body:

BLANK FOR LINK 

Conclusion:
Last Updated : Oct 8, 2019, 8:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.