ETV Bharat / sports

ଦିଲ୍ଲୀ ବିମାନବନ୍ଦରେ ସୁଟର ମନୁ ଭାକରଙ୍କୁ ଅପରାଧୀ ଭଳି ବ୍ୟବହାର !

ଦିଲ୍ଲୀ ବିମାନବନ୍ଦର କର୍ମଚାରୀ ଅପରାଧୀ ଭଳି ବ୍ୟବହାର କରିଥିବା ସଙ୍ଗୀନ ଅଭିଯୋଗ ଆଣିଲେ ଅର୍ଜୁନ ଆୱାର୍ଡ ବିଜେତା ସୁଟର ମନୁ ଭାକର । ଅଧିକ ପଢନ୍ତୁ...

Manu Bhaker seeks help from Kiren Rijiju, accuses officials at Delhi airport of 'treating her like criminal'
ଦିଲ୍ଲୀ ବିମାନବନ୍ଦରେ ସୁଟର ମନୁ ଭାକରଙ୍କୁ ଅପରାଧୀ ଭଳି ବ୍ୟବହାର !
author img

By

Published : Feb 19, 2021, 10:56 PM IST

ନୂଆଦିଲ୍ଲୀ: ଭାରତୀୟ ସୁଟର ମନୁ ଭାକରଙ୍କ ଏକ ଟ୍ବିଟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ବିମାନବନ୍ଦର କତ୍ତୃପକ୍ଷ ଅପରାଧୀ ଭଳି ବ୍ୟବହାର କରିଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅର୍ଜୁନ ଆୱାର୍ଡ ବିଜେତା ସୁଟର ମନୁ ।

  • Not allowing me to board flight AI 437 at IGI Delhi and asking now 10200rs Despite all valid Documentation and DGCA permit . Top of that Manoj Gupta Air india incharge and other staff is humiliating me despite I have 2 guns and ammunition@KirenRijiju @HardeepSPuri waiting sir? pic.twitter.com/UJ3G8jgVa9

    — Manu Bhaker (@realmanubhaker) February 19, 2021 " class="align-text-top noRightClick twitterSection" data=" ">

କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଟ୍ବିଟ ଯୋଗେଁ ସହାୟତା ପାଇଁ ଅନୁରୋଧ କରିଥିଲେ ।

  • Think this type behaviour is not acceptable .Manoj Gupta is not even human. He is treating me like I am a criminal. Also his security incharge Such people need basic training of behaviour hopefully Aviation ministry will find out &will send him to right place @HardeepSPuri pic.twitter.com/UlzLy3v974

ମନୁଙ୍କୁ ଦିଲ୍ଲୀରୁ ଭୋପାଳ ଯାତ୍ରା କରିବାର ଥିଲା । ଏୟାର ଇଣ୍ଡିଆର 437 ନଂ ବିମାନରେ ସାଙ୍ଗରେ ବନ୍ଧୁକ ନେଇ ଯାତ୍ରା କରୁଥିବାରୁ ବାରଣ କରିଥିଲେ ବିମାନବନ୍ଦର କର୍ତ୍ତୃପକ୍ଷ ଓ ଅପରାଧି ଭଳି ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ମନୁ । ତେବେ ତାଙ୍କ ପାଖରେ ସମସ୍ତ ପ୍ରକାର ଆବଶ୍ୟକୀୟ ଡକ୍ୟମେଣ୍ଟ ଥିବା ସତ୍ତ୍ବେ ମଧ୍ୟ ବିମାନରେ ଯିବାକୁ ଦେଇନଥିବା ଅଭିଯୋଗ କରିଛନ୍ତି ମନୁ ।

  • Thank you @KirenRijiju sir. Got boarded after strong support from all of you.
    Thank you India. 🇮🇳🙏jai hind

ତେବେ ପରେ ISSF ବିଶ୍ବ କପରେ ସ୍ବର୍ଣ୍ଣ ବିଜେତା ମନୁ ଭାକର କିରଣ ରିଜିଜୁଙ୍କୁ ସହାୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି । ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବିମାନରେ ଯିବାକୁ ଅନୁମତି ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.