ETV Bharat / sports

ଲୁଇସ ହାମିଲଟନଙ୍କ କବ୍ଜାରେ ସ୍ପେନିସ ଗ୍ରାଁ ପ୍ରି

author img

By

Published : Aug 17, 2020, 4:13 PM IST

କ୍ୟାରିୟରର 88ତମ ଟାଇଟଲ ହାସଲ କରିଛନ୍ତି ଫର୍ମୁଲା ଓ୍ବାନ ରେସର ଲୁଇସ ହାମିଲଟନ ।

hamilton
hamilton

ସ୍ପେନ: ଲୁଇସ ହାମିଲଟନ ନିଜ ନାଁରେ କରିଛନ୍ତି ସ୍ପେନିସ ଗ୍ରାଁ ପ୍ରି । ଏହି ଟାଇଟଲ ହାସଲ ପରେ ସେ ଫର୍ମୁଲା ଓ୍ବାନ କ୍ୟାରିୟରର 88ତମ ଟାଇଟଲ ହାସଲ କରିଛନ୍ତି ।

ମର୍ସିଡିଜର ହାମିଲଟନ 2ୟ ସ୍ଥାନରେ ରହିଥିବା ମେକ୍ସ ଓ୍ବରସ୍ଟାପେନଙ୍କୁ 24 ସେକେଣ୍ଡରେ ମାତ୍ ଦେଇ ଟାଇଟଲ ହାସଲ କରିଛନ୍ତି । ତେବେ ଏହି ରେସରେ ଓ୍ବାଲଟେରୀ ବୋଟାସ 3ୟ ସ୍ଥାନ ଗ୍ରହଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.