ETV Bharat / sports

ଲୁଇସ ହାମିଲଟନ ନିଜକୁ କଲେ 'ଆଇସୋଲେଟ'

author img

By

Published : Mar 22, 2020, 5:23 AM IST

ବିଶ୍ବ ଚମ୍ପିଆନ ହାମିଲଟନ ନିଜକୁ କଲେ ଆଇସୋଲେଟ । କିଛି ଦିନ ତଳେ 2ଜଣ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂପର୍କରେ ଆସିଥିବା ସେ କହିଛନ୍ତି ।

lewis hamilton
lewis hamilton

ଲଣ୍ଡନ: ଫର୍ମୁଲା-1 ଚମ୍ପିଆନ ଲୁଇସ ହାମିଲଟନ 2ଜଣ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂପର୍କରେ ଆସିଛନ୍ତି । ଏହାପରେ ସେ ନିଜକୁ ଆଇସୋଲେଟ କରିଛନ୍ତି । ଏଥିସହ ସେ ଜଣାଇଛନ୍ତି ୟେ, ତାଙ୍କ ଠାରେ କୌଣସି କୋରୋନା ଲକ୍ଷଣ ଦେଖାଯାଉ ନାହିଁ ।

lewis hamilton
ଫଟୋ ସୌଜନ୍ୟ:ଟ୍ବିଟର@LewisHamilton

6ଥର ବିଶ୍ବ ଚମ୍ପିଆନ ହାମିଲଟନ ଶନିବାର ସୋସିଆଲ ମଡିଆରେ ସୂଚନା ଦେଇଛନ୍ତି । ହାମିଲଟନଙ୍କ ଅନୁସାରେ ସେ ନିଜକୁ ଗୋଟେ ସପ୍ତାହ ହେଲା ଆଇସୋଲେଟରେ ରଖିଛନ୍ତି । କିଛି ଦିନ ପୂର୍ବ ସେ ଅଭିନେତା ଏଲବା ଓ ଜଷ୍ଟିନ ଥ୍ରୁଡୋଙ୍କ ପତ୍ନୀ ସୋଫିଙ୍କ ସହ ଭେଟିଥିଲେ , ସେମାନଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି ।

ଲଣ୍ଡନଠାରେ 4ମାର୍ଚ୍ଚରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହାମିଲଟନ ଏହି 2ଜଣଙ୍କ ସହ ଭେଟିଥିଲେ । ଏହାପରେ ସେ ଏଫ-1 ସିଜନର ପ୍ରଥମ ରେସ୍‌ ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ କିନ୍ତୁ କୋରାନା ପାଇଁ ରେସ୍‌କୁ ରଦ୍ଦ କରାଯାଇଥିଲା ।

ତାଙ୍କଠାରେ କୌଣସି କୋରାନା ଲକ୍ଷଣ ଦେଖାଯାଉ ନଥିଲେ ମଧ୍ୟ ସେ 13ମାର୍ଚ୍ଚରୁ ନିଜକୁ ଆଇସୋଲେଟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.