ETV Bharat / sports

ଦେଶବ୍ୟାପୀ ଖେଲୋ ଇଣ୍ଡିଆ କୋଚ ଡେଭଲପମେଣ୍ଟ ପ୍ରୋଗ୍ରାମର ଶୁଭାରମ୍ଭ

ସାରା ଦେଶରେ15,000 PE ଶିକ୍ଷକଙ୍କ ପାଇଁ ଆରମ୍ଭ ହେଲା 25 ଦିନିଆ ଖେଲୋ ଇଣ୍ଡିଆ କୋଚ ଡେଭଲପମେଣ୍ଟ ପ୍ରୋଗ୍ରାମ । କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

author img

By

Published : Jun 2, 2020, 6:26 PM IST

kiren Rijiju inagurates Khelo India Community Coach Devlopment programme
ଦେଶବ୍ୟାପୀ ଖେଲୋ ଇଣ୍ଡିଆ କୋଚ ଡେଭଲପମେଣ୍ଟ ପ୍ରୋଗ୍ରାମର ଶୁଭାରମ୍ଭ

ନୂଆଦିଲ୍ଲୀ: ସାରା ଦେଶରେ15,000 PE ଶିକ୍ଷକଙ୍କ ପାଇଁ ଆରମ୍ଭ ହେଲା 25 ଦିନିଆ ଖେଲୋ ଇଣ୍ଡିଆ କୋଚ ଡେଭଲପମେଣ୍ଟ ପ୍ରୋଗ୍ରାମ । କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ପୂର୍ବରୁ ଦେଶର ବିଦ୍ୟାଳୟ ମାନଙ୍କରେ ଶାରୀରିକ ଶିକ୍ଷା ପାଇଁ ବ୍ୟବସ୍ଥା ରହିଥିଲା । ମାତ୍ର ଏହାକୁ ଅଧିକ ଧ୍ୟାନ ଦିଆଯାଉନଥିଲା । ମାତ୍ର ଭାରତ କ୍ରୀଡାର ସୁପର ପାୱାର ବନିବାକୁ ହେଲେ, କ୍ରୀଡା ସଂସ୍କୃତିକୁ ବୃଦ୍ଧି କରିବାକୁ ପଡିବ ବୋଲି କେନ୍ଦ୍ର କ୍ରୀଡା ମନ୍ତ୍ରୀ କହିଛନ୍ତି ।

PE ଶିକ୍ଷକ ଓ ଘରୋଇ କୋଚ ଦେଶର ସର୍ବତ୍ର କ୍ରୀଡା ପ୍ରତିଭାଙ୍କ ନିକଟରେ ପହଞ୍ଚିବାରେ ବଡ ଭୂମିକା ନିଭାଇଥାନ୍ତି । ସେଥିପାଇଁ ପ୍ରାରମ୍ଭରୁ ପ୍ରତିଭା ଅନ୍ବେଷଣ ଓ ବିକାଶର କାର୍ଯ୍ୟ ସଠିକ ଢଙ୍ଗରେ ହୋଇପାରିଲେ, ଦେଶରେ ଚମ୍ପିଆନ ଆପେ ଆପେ ତିଆରି ହୋଇପାରିବେ । ଏହା କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.