ETV Bharat / sports

Khelo India University Games: ମହିଳା ଭାରତ୍ତୋଳନରେ କିଟକୁ ଚମ୍ପିଆନ୍ସ ଟ୍ରଫି - ଖେଲୋ ଇଣ୍ଡିଆ ବିଶ୍ବ ବିଦ୍ଯାଳୟ କ୍ରୀଡା

ଖେଲୋ ଇଣ୍ଡିଆ ବିଶ୍ବ ବିଦ୍ୟାଳୟ କ୍ରୀଡାରେ ମହିଳା ଭାରତ୍ତୋଳନରେ କିଟକୁ ଚମ୍ପିଆନ୍ସ ଟ୍ରଫି । ମହିଳା ବର୍ଗରେ କିଟ ଶ୍ରେଷ୍ଠ ବିବେଚିତ ହୋଇଛି । ଅଧିକ ପଢନ୍ତୁ

ମହିଳା ଭାରତ୍ତୋଳନରେ କିଟକୁ ଚମ୍ପିୟାନ୍ସ ଟ୍ରଫି

author img

By

Published : Apr 28, 2022, 10:52 AM IST

ବେଙ୍ଗାଲୁରୁ: ଖେଲୋ ଇଣ୍ଡିଆ ବିଶ୍ବ ବିଦ୍ୟାଳୟ କ୍ରୀଡାରେ ମହିଳା ଭାରତ୍ତୋଳନରେ କିଟକୁ ଚମ୍ପିଆନ୍ସ ଟ୍ରଫି । ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ) ଓ ଆସୋସିଏସନ ଅଫ ଇଣ୍ଡିଆନ ୟୁନିଭରସିଟି (ଏଆଇୟୁ) ଆନକୂଲ୍ୟରେ ବେଙ୍ଗାଲୁରୁରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାର ମହିଳା ଭାରତ୍ତୋଳନରେ କିଟକୁ ଚମ୍ପିଆନ୍ସ ଟ୍ରଫି ମିଳିଛି । ମହିଳା ବର୍ଗରେ କିଟ ଶ୍ରେଷ୍ଠ ବିବେଚିତ ହୋଇଛି ।

  • Championship in weightlifting 🏋️‍♀️ for our girls!

    Our Weightlifting team (Women) have been declared champions in Weightlifting at the 2nd @kheloindia Games.

    Congratulations on winning the Championship. Way to go, girls! pic.twitter.com/o3dy1fj3rl

    — Achyuta Samanta (@achyuta_samanta) April 27, 2022 " class="align-text-top noRightClick twitterSection" data=" ">

କିଟ ବିଶ୍ବ ବିଦ୍ୟାଳୟ ଦଳରେ ଥିବା ପ୍ରତିଯୋଗିଙ୍କ ମଧ୍ୟରେ ସ୍ନେହା ସୋରେନ ସ୍ବର୍ଣ୍ଣ ( 49 କେଜି) ମୋତି ଜାନି ରୌପ୍ୟ (59 କେଜି) ପଦକ ପାଇଥିବାବେଳେ ରଞ୍ଜିତା ମାଝୀ 4ର୍ଥ ( 49 କେଜି), ଅଭିଷିକ୍ତା କାଦୁଲୁରି 4ର୍ଥ 981 କେଜି), ଅପରାଜିତା ଭୂୟାଁ 5ମ ( 59 କେଜି) ଓ ଏମ. କୀର୍ତ୍ତୀ 5ମ ସ୍ଥାନ (76 କେଜି)ରେ ସ୍ଥାନ ଅଧିକାର କରିଥିଲେ । ଲକି ରାଣୀ ପାତ୍ର କୋଚ ଓ ଶୁଭକାନ୍ତ ମଲିଆ ପରଚାଳତ ଦାୟିତ୍ବ ତୁଲାଇଥିଲେ । ଚମ୍ପିୟନ୍ସ ଟ୍ରଫି ହାସଲ କରିଥିବା ପ୍ରତିଯୋଗୀଙ୍କୁ କିଟ ଓ କିସର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି ।

ଏହା ବି ପଢନ୍ତୁ...Khelo India University Games: ଭାରତ୍ତୋଳନରେ ସ୍ନେହାଙ୍କୁ ସ୍ବର୍ଣ୍ଣ, ଶୁଭେଚ୍ଛା ଜଣାଇଲେ ନବୀନ

ପ୍ରକାଶଥାଉ କି, ମହାମାରୀ କୋଭିଡ ସଂକ୍ରମଣ କାରଣରୁ ଗତବର୍ଷ ଏହି ୟୁନିଭର୍ସିଟି ଗେମ୍ସ ଖେଳାଯାଇ ପାରିନଥିଲା । ଚଳିତ ବର୍ଷ ଏପ୍ରିଲ 24ରୁ ବେଙ୍ଗାଲୁରୁରେ ଏହା ଆରମ୍ଭ ହୋଇଥିଲା । ମଇ ୩ ପର୍ଯ୍ୟନ୍ତ ବେଙ୍ଗାଲୁରୁର ଜେନ ୟୁନିଭରସିଟିରେ ଏହି ମେଗା ପ୍ରତିଯୋଗିତା ଚାଲିବ ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.