ETV Bharat / sports

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା: ପକାନ୍ତୁ, ପଏଣ୍ଟ ତାଲିକା ଉପରେ ନଜର - Pune University grabs 3 more golds

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାର ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ପୁଣେର ସାବିତ୍ରୀବାଇ ଫୁଲେ ବିଶ୍ବବିଦ୍ୟାଳୟ । ଅଧିକ ପଢନ୍ତୁ...

Khelo India University Games
ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା
author img

By

Published : Feb 29, 2020, 12:07 AM IST

ଭୁବନେଶ୍ବର: ସଫଳତାର ସହ ଖେଳାଯାଉଛି ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା । ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟର ପ୍ରତିଯୋଗୀ ଦେଖାଉଛନ୍ତି ନିଜର କ୍ରୀଡା କୌଶଳ ।

Khelo India University Games
ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ପଏଣ୍ଟ ତାଲିକା

ପୁଣେର ସାବିତ୍ରୀବାଇ ଫୁଲେ ବିଶ୍ବବିଦ୍ୟାଳୟ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । 13ଟି ସ୍ବର୍ଣ୍ଣ, 5ଟି ରୌପ୍ୟ ଓ 6ଟି ବ୍ରୋଞ୍ଜ ପଦକ ସହ ମୋଟ 24ଟି ପଦକ ହାତେଇଛି । ଶୁକ୍ରବାର ଏହି ବିଶ୍ବବିଦ୍ୟାଳୟର ପ୍ରତିଯୋଗୀ ବିଭିନ୍ନ ଇଭେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଭାରୋତ୍ତୋଳନରେ ମହେଶ ଦତ୍ତ ଆଶୱାଲେ, ପ୍ରଜକ୍ତ ରବିନ୍ଦ୍ର ଖଲକାର ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ଏଥିସହିତ କୁସ୍ତିରେ ଜ୍ୟୋତିବା ବଜରଙ୍ଗ ଅଟକଲେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

Khelo India University Games
ଫଟୋ ସୌଜନ୍ୟ: twitter@kheloindia

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.