ETV Bharat / sports

ଖେଲୋ ଇଣ୍ଡିଆ ମ୍ୟାଚ ପାଇଁ ସଜେଇ ହେଉଛି ଇଣ୍ଡୋର ଷ୍ଟାଡିୟମ

author img

By

Published : Feb 20, 2020, 10:54 PM IST

22ତାରିଖରେ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ପ୍ରସ୍ତୁତ ।

khelo-india
khelo-india

କଟକ: ସଜେଇ ହେଉଛି ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ । କାରଣ 22ତାରିଖରେ ଷ୍ଟାଡିୟମରେ ଉଦ୍‌ଘାଟନ ହେବ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ । ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ । ତେବେ ଏହି ମେଗା ଇଭେଣ୍ଟ ପାଇଁ ଷ୍ଟାଡିୟମ ଏକ ପ୍ରକାର ପ୍ରସ୍ତୁତ ରହିଛି ।

ଖେଲୋ ଇଣ୍ଡିଆ ମ୍ୟାଚ ପାଇଁ ସଜେଇ ହେଉଛି ଇଣ୍ଡୋର ଷ୍ଟାଡିଅମ

ଖେଳାଳି ମାନଙ୍କ ଆସିବା ଠୁ ଯିବା ପର୍ଯ୍ୟନ୍ତ ସବୁ ଦିଗରେ ଷ୍ଟାଡିୟମ ପ୍ରସ୍ତୁତି ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଇଣ୍ଡୋର ଷ୍ଟାଡିୟମରେ 22 ତାରିଖରେ ଉଦ୍‌ଘାଟନ ପରେ 23ରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ହେବାକୁ ଥିଲାବେଳେ 27 ତାରିଖରେ ଆରମ୍ଭ ହେବ ଟେବୁଲ ଟେନିସ ପ୍ରତିଯୋଗିତା । ତେବେ ମୋଟାମୋଟି ଭାବେ କହିବାକୁ ଗଲେ ଷ୍ଟାଡିୟମ ରେଡି ଏବେ ଅପେକ୍ଷା ମ୍ୟାଚ କୁ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.