ETV Bharat / sports

ବକ୍ସିଂ ବିଶ୍ବକପରେ ସ୍ବର୍ଣ୍ଣ ବିଜୟିନୀ ମନୀଷା ମୌନ

author img

By

Published : Dec 21, 2020, 5:01 PM IST

ବକ୍ସିଂ ବିଶ୍ବକପରେ କୈଥଲର ସାହସୀ କୁସ୍ତିଯୋଦ୍ଧା ମନୀଷା ମୌନ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଅଧିକ ପଢନ୍ତୁ...

Kaithal's Manisha Maun won gold medal in the Boxing World Cup germany
ବକ୍ସିଂ ବିଶ୍ବକପରେ ସ୍ବର୍ଣ୍ଣ ବିଜୟିନୀ ମନୀଷା ମୌନ

କୈଥଲ: ବକ୍ସିଂ ବିଶ୍ବକପରେ କୈଥଲର ସାହସୀ କୁସ୍ତିଯୋଦ୍ଧା ମନୀଷା ମୌନ ସ୍ବର୍ଣ୍ଣ ପଦକ ଜିତିଛନ୍ତି । 57 କିଲୋଗ୍ରାମ ବର୍ଗରେ ମନୀଷାଙ୍କୁ ଏହି ସ୍ବର୍ଣ୍ଣିମ ସଫଳତା ମିଳିଛି । ଜର୍ମାନୀରେ ସଦ୍ୟ ସମାପ୍ତ ହୋଇଥିବା କୋଲନ ବକ୍ସିଂ ବିଶ୍ବକପରେ ମନୀଷା ଭାରତକୁ ଦ୍ବିତୀୟ ସ୍ବର୍ଣ୍ଣ ଦେଇଥିଲେ । ଏହାପୂର୍ବରୁ ପୁରୁଷ ବର୍ଗର ବକ୍ସିଂରେ ରୋହତକର ଅମିତ ପଙ୍ଘଲ ସ୍ବର୍ଣ୍ଣ ପଦକ ହାତେଇଥିଲେ ।

ତେବେ ମନୀଷା ସ୍ବର୍ଣ୍ଣ ପଦକ ଜିତିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭିଡ ଲାଗିଥିଲା । ମନୀଷା ଏହା ପୂର୍ବରୁ ପ୍ରାୟ 25ରୁ 30ଟି ଜାତୀୟ ଓ ଅନ୍ତର୍ଜାତୀୟ ପଦକ ନିଜ ନାମରେ କରିସାରିଛନ୍ତି ।

ବିଶ୍ବାସ ଥିଲା ଯେ ମନୀଷା ଦିନେ ଦେଶ ପାଇଁ ଖେଳିବ ଓ ସଫଳତା ଆଣିଦେବ । ଏହା କହିଛନ୍ତି ମନୀଷାଙ୍କ କୋଚ ।

ମନୀଷାଙ୍କ ପ୍ରମୁଖ ସଫଳତା :

  • ଏପ୍ରିଲ 2019ରେ ଥାଇଲାଣ୍ଡରେ ହୋଇଥିବା ଏସିଆନ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ
  • 2018ରେ ହୋଇଥିବା ଆଇବା ଓପନ ପ୍ରତିଯୋଗୀତାରେ ସ୍ବର୍ଣ୍ଣ ବିଜେତା
  • 2019ରେ ଆଇବା ଓପନ ପ୍ରତିଯୋଗୀତାରେ ରୌପ୍ୟ ପଦକ
  • 2019ରେ ଦିଲ୍ଲୀରେ ହୋଇଥିବା ବିଗ ଆଉଟ ପ୍ରତିଯୋଗୀତାରେ ରୌପ୍ୟ ପଦକ
  • ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ପ୍ରାୟ 20 ସ୍ବର୍ଣ୍ଣ ପଦକ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.