ନୂଆଦିଲ୍ଲୀ: ଏସିଆନ କୁସ୍ତି ଚମ୍ପିଆନସିପ୍ରେ 74କି.ଗ୍ରା ବର୍ଗରେ ଭାରତୀୟ କୁସ୍ତି ଯୋଦ୍ଧା ଜିତେନ୍ଦ୍ର କୁମାରଙ୍କ ରୌପ୍ୟ ପଦକ ହାସଲ । ଫାଇନାଲରେ ସେ କାଜାଖସ୍ତାନର ଦାନିୟାର କୈସାନୋବଙ୍କଠାରୁ 3-1ରେ ପରାସ୍ତ ହୋଇଛନ୍ତି ଜିତେନ୍ଦ୍ର ।
![jitender kumar](https://etvbharatimages.akamaized.net/etvbharat/prod-images/6175799_12-screenshot-4796.jpg)
ଏଥିସହ ରାହୁଲ(61କି.ଗ୍ରା)ରେ ଓ ଦୀପକ ପୁନିଆ (86କି.ଗ୍ରା)ରେ କାଂସ୍ୟ ପଦକ ହାସଲ କରିଛନ୍ତି ।
ତେବେ ଭାରତ 5ଟି ସ୍ବର୍ଣ୍ଣ, 6ଟି ରୌପ୍ୟ ଓ 8ଟି କାଂସ୍ୟ ପଦକ ହାସଲ କରିଛି ।