ହାଇଦ୍ରାବାଦ: ତାରକା ସୁଟର ମନୁ ଭାକରଙ୍କ ନେତୃତ୍ବରେ ଭାରତୀୟ ମହିଳା ସୁଟିଂ ଟିମ ଶୁକ୍ରବାର କ୍ରୋଏସିଆର ଓସଜେକରେ ଆୟୋଜିତ ଚଳିତ ସୁଟିଂ ବିଶ୍ବକପରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ମହିଳା 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ହଙ୍ଗେରୀ ଟିମକୁ ମନୁ, ଜଶସ୍ବିନୀ ଦେସୱାଲ ଓ ରାନୀ ସର୍ନୋବାତ 16-12ରେ ହରାଇ ପଦକ ଜିତିଛନ୍ତି ।
ଏହା ଚଳିତ ISSFବିଶ୍ବକପରେ ଭାରତର ଦ୍ବିତୀୟ ପଦକ । ଏନେଇ ଭାରତୀୟ ନ୍ୟାସନାଲ ରାଇଫଲ ଆସୋସିଏସନ(NRAI) ଘୋଷଣା କରିଛି ।
-
Second medal and second 🥉 for #india at the #ISSFWorldCup as @SarnobatRahi @realmanubhaker & #yashaswinideswal beat 🇭🇺 16-12 in the 10M Air Pistol Women’s team 🥉 match @ISSF_Shooting @WeAreTeamIndia #shootingworldcup #indianshootingteam pic.twitter.com/n3jr2YjENg
— NRAI (@OfficialNRAI) June 25, 2021 " class="align-text-top noRightClick twitterSection" data="
">Second medal and second 🥉 for #india at the #ISSFWorldCup as @SarnobatRahi @realmanubhaker & #yashaswinideswal beat 🇭🇺 16-12 in the 10M Air Pistol Women’s team 🥉 match @ISSF_Shooting @WeAreTeamIndia #shootingworldcup #indianshootingteam pic.twitter.com/n3jr2YjENg
— NRAI (@OfficialNRAI) June 25, 2021Second medal and second 🥉 for #india at the #ISSFWorldCup as @SarnobatRahi @realmanubhaker & #yashaswinideswal beat 🇭🇺 16-12 in the 10M Air Pistol Women’s team 🥉 match @ISSF_Shooting @WeAreTeamIndia #shootingworldcup #indianshootingteam pic.twitter.com/n3jr2YjENg
— NRAI (@OfficialNRAI) June 25, 2021
ସୁଟର ସୌରଭ ଚୌଧୁରୀ ଗୁରୁବାର 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ ହାତେଇଥିଲେ । 15 ଜଣିଆ ସୁଟର ଟିମକୁ ଭାରତ, ଗ୍ରୀଷ୍ମକାଳୀନ ଅଲମ୍ପିକ ଗେମ୍ସକୁ ପଠାଇବା ନେଇ ଯୋଜନା କରୁଥିବାବେଳେ, କ୍ରୋଏସିଆର ଓସଜେକକୁ 13ଜଣିଆ ଟିମ ପଠାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ