ETV Bharat / sports

ସୁଟିଂ ବିଶ୍ବକପ: ପୁରୁଷ 10 ମିଟର ଏୟାର ପିସ୍ତଲରେ ଭାରତକୁ ସ୍ବର୍ଣ୍ଣ

author img

By

Published : Mar 21, 2021, 4:38 PM IST

ପୁରୁଷ 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସଦସ୍ୟ ସୌରଭ ଚୌଧୁରୀ, ଅଭିଷେକ ବର୍ମା ଓ ଶାହଜାର ରିଜଭି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଅଧିକ ପଢନ୍ତୁ...

ISSF WC: India wins gold medal in men's 10m air pistol event
ସୁଟିଂ ବିଶ୍ବକପ: ପୁରୁଷ 10 ମିଟର ଏୟାର ପିସ୍ତଲରେ ଭାରତକୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ISSF ସୁଟିଂ ବିଶ୍ବକପରେ ଭାରତର ପଦକ ବିଜୟ ଅଭିଯାନ ଜାରି । ପୁରୁଷ 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ରବିବାର ଭାରତୀୟ ଟିମ ସଦସ୍ୟ ସୌରଭ ଚୌଧୁରୀ, ଅଭିଷେକ ବର୍ମା ଓ ଶାହଜାର ରିଜଭି ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି ।

ଭାରତୀୟ ଟିମ ଭିଏତନାମକୁ ଫାଇନାଲରେ 17-11ରେ ହରାଇ 3 ସଦସ୍ୟ ଭାରତ ଖାତାରେ ଆଉ ଏକ ସ୍ବର୍ଣ୍ଣ ପଦକ ଯୋଡିଛନ୍ତି ।

ପୂର୍ବରୁ ମହିଳା 10ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର, ଜଶ୍ବସ୍ବିନୀ ଦେଶୱାଲ ଓ ନିବେତା ଫାଇନାଲରେ ପୋଲାଣ୍ଡକୁ 16-8ରେ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

ଶନିବାର ସୌରଭ ଚୌଧୁରୀ ପୁରୁଷ 10ମିଟର ଏୟାର ପିସ୍ତଲ ଇଭେଣ୍ଟରେ ରୌପ୍ୟ ଓ ଅଭିଷେକ ଚୌଧୁରୀ ବ୍ରୋଞ୍ଜ ମେଡାଲ ଜିତିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.