ETV Bharat / sports

ସୁଟିଂ ବିଶ୍ବକପ: ଜଶସ୍ବିନୀ ଜିତିଲେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ, ମନୁଙ୍କୁ ରୌପ୍ୟ

author img

By

Published : Mar 20, 2021, 8:04 PM IST

ଜଶସ୍ବିନୀ ଦେଶୱାଲ ଭାରତ ପାଇଁ ମହିଳା 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଅଧିକ ପଢନ୍ତୁ...

ISSF WC: Deswal clinches first gold for India, Manu Bhaker settles for silver
ସୁଟିଂ ବିଶ୍ବକପ: ଜଶସ୍ବିନୀ ଜିତିଲେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ, ମନୁଙ୍କୁ ରୌପ୍ୟ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସୁଟିଂ ଫେଡେରେସନ(ISSF) ବିଶ୍ବକପ ରାଇଫଲ/ପିସ୍ତଲ/ସଟଗନ୍‌ ଶନିବାର ଠାରୁ ନୂଆଦିଲ୍ଲୀର ଡକ୍ଟର କରଣୀ ସିଂହ ସୁଟିଂ ରେଞ୍ଜରେ ଆରମ୍ଭ ହୋଇଛି । ଜଶସ୍ବିନୀ ଦେଶୱାଲ ଭାରତ ପାଇଁ ମହିଳା 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ISSF WC: ସୁଟିଂ ବିଶ୍ବକପ: ଜଶସ୍ବିନୀ ଜିତିଲେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ, ମନୁଙ୍କୁ ରୌପ୍ୟ

ନିଜ ବର୍ଗରେ 238.8 ପଏଣ୍ଟ ସହ ଅଗ୍ରଣୀ ରହିଥିଲେ ଜଶସ୍ବିନୀ । ସେହିପରି ଅନ୍ୟତମ ଭାରତୀୟ ଷ୍ଟାର ସୁଟର 236.7 ପଏଣ୍ଟ ସହ ରୌପ୍ୟ ପଦକ ବିଜେତା ହୋଇଛନ୍ତି ।

ISSF WC: Deswal clinches first gold for India, Manu Bhaker settles for silver
ଦିବ୍ୟାଂଶ ସିଂହ ପାନୱାର

ପୂର୍ବରୁ ବିଶ୍ବ ମାନ୍ୟତାର ଏକ ନମ୍ବର ସୁଟର ଦିବ୍ୟାଂଶ ସିଂହ ପାନୱାର 10 ମିଟର ଏୟାର ରାଇଫଲ ପୁରୁଷ ବର୍ଗରେ ବ୍ରୋଞ୍ଜ ପଦକ ହାତେଇବା ସହ ଚଳିତ ବିଶ୍ବକପରେ ଭାରତର ପଦକ ଖାତା ଖୋଲିଥିଲେ । ଦିବ୍ୟାଂଶ 228.1 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲେ । ଏହି ଇଭେଣ୍ଟର ହଙ୍ଗେରୀ ସୁଟର ଇସ୍ତାଭାନ ପେନି ରୌପ୍ୟ ଓ ୟୁଏସଏର ଲୁକାସ କୋଜେନିସ୍କାଏ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.