ETV Bharat / sports

ଆଜିଠୁ କଳିଙ୍ଗରେ ମହିଳା ଫୁଟବଲ ବିଶ୍ବକପ

author img

By

Published : Oct 11, 2022, 7:22 AM IST

Updated : Oct 11, 2022, 8:21 AM IST

ଆରମ୍ଭ ହେବାକୁ ଯାଉଛି ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ । ଭାରତ ଓ ଆମେରିକା ଆଜି ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

ରାତି ପାହିଲେ  ଅଣ୍ଡର ୧୭ ମହିଳା ଫିଫା ବିଶ୍ବକପ
ରାତି ପାହିଲେ ଅଣ୍ଡର ୧୭ ମହିଳା ଫିଫା ବିଶ୍ବକପ

ହାଇଦ୍ରାବାଦ:ଆରମ୍ଭ ହେବାକୁ ଯାଉଛି ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ । ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ଗ୍ରୁପ 'ଏ' ରେ ଭାରତ ସହିତ ଆମେରିକା, ବ୍ରାଜିଲ, ଏବଂ ମରକ୍କୋ ରହିଛନ୍ତି । ନବୀ ମୁମ୍ବାଇ, ଗୋଆ ଏବଂ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଅଣ୍ଡର ୧୭ ମହିଳା ଫିଫା ବିଶ୍ବକପ ପାଇଁ ଭେନ୍ୟୁ ଘୋଷଣା ହୋଇଛି । ଭାରତ ଓ ଆମେରିକା ଆଜି ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ପରସ୍ପରକୁ ଭେଟିବେ ।

  • The #U17WWC starts tomorrow everybody! 😁

    🔸 The groups
    🔸 The teams
    🔸 The match schedule
    🔸 Plus much more!#KickOffTheDream

    — FIFA Women's World Cup (@FIFAWWC) October 10, 2022 " class="align-text-top noRightClick twitterSection" data=" ">

ମହିଳା ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷିକା ଥୋମାସ ଡେନରେବୀ କହିଛନ୍ତି, "ଭାରତୀୟ ମହିଳା ଦଳ ବିଶ୍ବକପ ପାଇଁ ପ୍ରସ୍ତୁତ ରହିଛନ୍ତି । ୧୭ ବର୍ଷରୁ କମ ମହିଳା ଫୁଟବଲ ଦଳ ପ୍ରଥମ ଥର ପାଇଁ ବିଶ୍ବକପରେ ଭାଗ ନେବାକୁ ଯାଉଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଗୋଟିଏ ଗୋଲ କରିଲେ ମଧ୍ୟ ଏହା ଭାରତୀୟ ଦଳ ପାଇଁ ବଡ ଉପଲବ୍ଧି ହେବ । ଆମେରିକାର ପଲ୍ଲା ଭାରି ରହିଥାଏ ପାରେ ହେଲେ ଭାରତୀୟ ମହିଳା ମଧ୍ୟ ସେମାନଙ୍କୁ ମାତ୍ ଦେବାକୁ ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ରହିଛନ୍ତି । ଫୁଟବଲ ମ୍ୟାଚ ୯୦ରୁ ୯୫ ମିନିଟ ପର୍ଯ୍ୟନ୍ତ ଖେଳାଯାଇଥାଏ । ଆଉ ଏହି ଟାଇମ ମଧ୍ୟରେ ଆମେ ଆମେରିକାକୁ ହରାଇପାରିବା ।"

ଭାରତୀୟ ଖେଳସୂଚୀ :

ମଙ୍ଗଳବାର, ଅକ୍ଟୋବର ୧୧ - ଭାରତ ବନାମ ଆମେରିକା - ରାତି ୮ ଟା

ଶୁକ୍ରବାର, ଅକ୍ଟୋବର ୧୪ - ଭାରତ ବନାମ ମରକୋ - ରାତି ୮ ଟା

ସୋମବାର, ଅକ୍ଟୋବର ୧୭, ଭାରତ ବନାମ ବ୍ରାଜିଲ - ରାତି ୮ ଟା

ଶୁକ୍ରବାର, ଅକ୍ଟୋବର ୨୧, କ୍ବାର୍ଟର ଫାଇନାଲ - ଅପରାହ୍ନ ୪:୩୦

ଶନିବାର, ଅକ୍ଟୋବର ୨୨ , କ୍ବାର୍ଟର ଫାଇନାଲ - ଅପରାହ୍ନ ୪:୩୦

ବୁଧବାର, ଅକ୍ଟୋବର ୨୬ , ସେମିଫାଇନାଲ ୧ - ଅପରାହ୍ନ ୪:୩୦

ବୁଧବାର , ଅକ୍ଟୋବର ୨୬ , ସେମିଫାଇନାଲ ୨, ରାତି ୮ ଟା

ରବିବାର, ଅକ୍ଟୋବର ୩୦, ଫାଇନାଲ, ରାତି ୮ ଟା

ଫିଫା ଅଣ୍ଡର ୧୭ ମହିଳା ବିଶ୍ବକପ ୨୦୨୨ ଗ୍ରୁପ

ଗ୍ରୁପ A - ଭାରତ, ବ୍ରାଜିଲ, ଆମେରିକା, ମରକୋ

ଗ୍ରୁପ B - ଜର୍ମାନୀ, ନାଇଜେରିଆ, ଚିଲୀ, ନ୍ୟୁଜଲାଣ୍ଡ

ଗ୍ରୁପ C - ସ୍ପେନ, କଲମ୍ବିଆ, ମେକ୍ସିକୋ, ଚୀନ

ଗ୍ରୁପ D - ଜାପାନ, ତାଞ୍ଜାନିଆ, କାନାଡା, ଫ୍ରାନ୍ସ

Last Updated : Oct 11, 2022, 8:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.