ETV Bharat / sports

Padma Awards: ପାରାଲମ୍ପିକ ଜାଭେଲିନ୍‌ ଥ୍ରୋୟର ଝାଝାରିଆଙ୍କୁ ମିଳିଲା ପଦ୍ମଭୂଷଣ - ଜାଭେଲିନ ଥ୍ରୋଅର ଦେବେନ୍ଦ୍ର ଝାଝାରିଆ ନ୍ୟୁଜ

ଷ୍ଟାର ଭାରତୀୟ ଜାଭେଲିନ ଥ୍ରୋୟର ଦେବେନ୍ଦ୍ର ଝାଝାରିଆ ଦୁଇ ଥର ପାରାଲମ୍ପିକ୍‌ସ ସ୍ବର୍ଣ୍ଣ ପଦକ ବିଜେତା (ଆଥେନ୍‌ସ ୨୦୦୪, ରିଓ ୨୦୧୬) ଓ ଥରେ ରୌପ୍ୟ ବିଜେତା(ଟୋକିଓ ୨୦୨୦) ରହିସାରିଛନ୍ତି । ବର୍ଷ ୨୦୧୨ରେ ସେ ପ୍ରଥମ ପାରାଲମ୍ପିଆନ ଭାବେ ପ୍ରଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ଅଧିକ ପଢନ୍ତୁ

Indian Paralympic javelin thrower Devendra Jhajharia receives Padma Bhushan
Padma Awards: ପାରାଲମ୍ପିକ ଜାଭେଲିନ୍‌ ଥ୍ରୋଅର ଦେବେନ୍ଦ୍ର ଝାଝାରିଆଙ୍କୁ ମିଳିଲା ପଦ୍ମ ଭୁଷଣ
author img

By

Published : Mar 21, 2022, 9:10 PM IST

ନୂଆଦିଲ୍ଲୀ: ଭାରତୀୟ ପାରାଲମ୍ପିକ ଜାଭେଲିନ ଥ୍ରୋୟର ଦେବେନ୍ଦ୍ର ଝାଝାରିଆ ସୋମବାର କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ଷ୍ଟାର ଭାରତୀୟ ଜାଭେଲିନ ଥ୍ରୋୟର ଦେବେନ୍ଦ୍ର ଝାଝାରିଆ ଦୁଇ ଥର ପାରାଲମ୍ପିକ୍‌ସ ସ୍ବର୍ଣ୍ଣ ପଦକ ବିଜେତା (ଆଥେନ୍‌ସ ୨୦୦୪, ରିଓ ୨୦୧୬) ଓ ଥରେ ରୌପ୍ୟ ବିଜେତା(ଟୋକିଓ ୨୦୨୦) ରହିସାରିଛନ୍ତି । ବର୍ଷ ୨୦୧୨ରେ ସେ ପ୍ରଥମ ପାରାଲମ୍ପିଆନ ଭାବେ ପ୍ରଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।

ପଦ୍ମ ପୁରସ୍କାର ତିନୋଟି ବର୍ଗରେ-(ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ) ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ବିଭିନ୍ନ କ୍ଷେତ୍ର ଯେପରକି- କଳା, ସାମାଜିକ କାର୍ଯ୍ୟ, ଜନସଂପର୍କ, ବିଜ୍ଞାନ, ଇଞ୍ଜିନିୟରିଂ, ବାଣିଜ୍ୟ, ଶିଳ୍ପ, ଔଷଧ, ସାହିତ୍ୟ, ଶିକ୍ଷା, କ୍ରୀଡା ଓ ନାଗରିକ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମିଳିଥାଏ । ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଏହି ପୁରସ୍କାର ଘୋଷଣା କରାଯାଏ । ପରେ ରାଷ୍ଟ୍ରପତି ଭବନରେ ଏକ ଭବ୍ୟ ଉତ୍ସବରେ ପୁରସ୍କାର ପ୍ରଦାନ କରିଥାନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଚଳିତ ବର୍ଷ ୧୨୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.