ETV Bharat / sports

ଇଣ୍ଡିଆ ଓପନ ବକ୍ସିଂ ଟୁର୍ଣ୍ଣାମେଣ୍ଟ: ସ୍ବର୍ଣ୍ଣ ଜିତିଲେ ମେରି କମ୍‌ ଓ ଶିବ ଥାପ୍ପା

ମେରି କମ୍‌ ଓ ଶିବ ଥାପ୍ପା ଇଣ୍ଡିଆ ଓପନ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

author img

By

Published : May 25, 2019, 11:50 AM IST

ଫଟୋ ସୌଜନ୍ୟ: ଏଏନ୍‌ଆଇ

ଗୌହାଟୀ: 6 ଥରର ବିଶ୍ବ ଚମ୍ପିଆନ ମେରି କମ୍‌ ଗୌହାଟୀରେ ଅନୁଷ୍ଠିତ ଇଣ୍ଡିଆ ଓପନ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ମେରି 51 କିଲୋଗ୍ରାମ ମହିଳା ବର୍ଗରେ ସ୍ବର୍ଣ୍ଣ ହାସଲ କରିଛନ୍ତି ।

shiv
ଫଟୋ ସୌଜନ୍ୟ: ଏଏନ୍‌ଆଇ

ସେହିପରି 60 କିଲୋଗ୍ରାମ ପୁରୁଷ ବର୍ଗରେ ଶିବ ଥାପ୍ପା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ଗତକାଲି ଶେଷ ହୋଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.