ETV Bharat / sports

ଆଦ୍ରିଆଟିକ ପର୍ଲ ବକ୍ସିଂ: ସ୍ବର୍ଣ୍ଣରେ ଚମକିଲେ ଭିଙ୍କା, ସାନାମାଚା - ସ୍ବର୍ଣ୍ଣ ପଦକ ବିଜେତା

ମହିଳା ବିଭାଗରେ 60 କିଲୋଗ୍ରାମ ବର୍ଗରେ ଭିଙ୍କା ଓ 75 କିଲୋଗ୍ରାମ ବର୍ଗରେ ଟି.ସନମଚା ଚାନୁ ବିଜୟୀ ହେବା ସହ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି । ଅଧିକ ପଢନ୍ତୁ...

Indian boxers bag two more gold medals as impressive show continues
ଆଦ୍ରିଆଟିକ ପର୍ଲ ବକ୍ସିଂ: ସ୍ବର୍ଣ୍ଣରେ ଚମକିଲେ ଭିଙ୍କା, ସାନାମାଚା
author img

By

Published : Feb 21, 2021, 8:16 PM IST

ନୂଆଦିଲ୍ଲୀ: ଭାରତୀୟ ଯୁବ ବକ୍ସରଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି ମୋଣ୍ଟେନେଗ୍ରୋର ବୁଡଭା । ଚଳିତ ଆଦ୍ରିଆଟିକ ଟୁର୍ଣ୍ଣାମେଣ୍ଟରେ ରବିବାର ଆଉ ଦୁଇଟି ସ୍ବର୍ଣ୍ଣ ପଦକ ଜିତିବା ସହ ଭାରତର ସ୍ବର୍ଣ୍ଣ ସଂଖ୍ୟା 30ରେ ପହଞ୍ଚିଛି ।

Indian boxers bag two more gold medals as impressive show continues
ଆଦ୍ରିଆଟିକ ପର୍ଲ ବକ୍ସିଂ

ମହିଳା ବିଭାଗରେ 60 କିଲୋଗ୍ରାମ ବର୍ଗରେ ଭିଙ୍କା ଓ 75 କିଲୋଗ୍ରାମ ବର୍ଗରେ ଟି.ସନମଚା ଚାନୁ ବିଜୟୀ ହେବା ସହ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି ।

ଅଲଫିଆ ପଠାନ ମଧ୍ୟ ମହିଳା ବର୍ଗରେ 81 କିଲୋଗ୍ରାମ ବର୍ଗରେ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ତେବେ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି । କାରଣ ମହିଳା ବର୍ଗର 64 କିଲେଗ୍ରାମ ବର୍ଗରେ ଉଜବେକିସ୍ତାନର ଗୁଲସୋଡ ଇସ୍ତାମୋଭାଙ୍କୁ 3-0ରେ ହରାଇଛନ୍ତି ଫାଇନାଲରେ ପହଞ୍ଚିଛନ୍ତି ଲକି ରାଣା । ସ୍ବର୍ଣ୍ଣ ମୁକାବିଲାରେ ଫିନଲାଣ୍ଡର ଲିଆ ପୁକିଲାଙ୍କୁ ଭେଟିବେ ରାଣା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.