ETV Bharat / sports

'ମହାମାରୀ ପରେ 2032 ଅଲମ୍ପିକ୍ସ ପ୍ରସ୍ତୁତି କରିବ ଭାରତ' - Narinder Batra on 2032 Olympics

ମହାମାରୀ କୋରୋନା ଭାଇରସର ପ୍ରଭାବ କମିବା ପରେ, 2032 ଅଲମ୍ପିକ୍ସ ପ୍ରସ୍ତୁତି ଆରମ୍ଭ କରିବ ଭାରତ । ଏହା କହିଛନ୍ତି ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ନରିନ୍ଦର ବାତ୍ରା ।

India to step up bid for 2032 Olympics after pandemic: Narinder Batra
'ମହାମାରୀ ପରେ 2032 ଅଲମ୍ପିକ୍ସ ପ୍ରସ୍ତୁତି କରିବ ଭାରତ'
author img

By

Published : May 2, 2020, 3:02 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସର ପ୍ରଭାବ କମ ହେବା ପରେ, 2032 ଅଲମ୍ପିକ୍ସ ପ୍ରସ୍ତୁତି ଆରମ୍ଭ କରିବ ଭାରତ । ଏହା କହିଛନ୍ତି ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ନରିନ୍ଦର ବାତ୍ରା । ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନର 10 ବର୍ଷ ପରେ ଅନେକ କିଛି ଶିକ୍ଷାଲାଭ କରିଛି ଭାରତ । ମାତ୍ର ଏବେବି ଏନେକ କ୍ଷେତ୍ରରେ ସଂସ୍କାରର ଆବଶ୍ୟକତା ରହିଛି ।

2026ୟୁଥ ଅଲମ୍ପିକ୍ସ ଓ 2031 ଅଲମ୍ପିକ୍ସର ଆୟୋଜକ ହେବ ଭାରତ । ଏନେଇ ଦୃଢୋକ୍ତି କରିଛନ୍ତି ଅଲମ୍ପିକ ଆସୋସିଏସନର ସଭାପତି । ଅନ୍ତର୍ଜାତୀୟ ଅଲମ୍ପିକ କମିଟି ନିକଟରେ ଏହି ମେଗା ଇଭେଣ୍ଟ ଆୟୋଜନ ନେଇ ଇଚ୍ଛା ପ୍ରକାଶ କରିଛି ଭାରତ । ତେବେ 2026 ଇଭେଣ୍ଟ ପାଇଁ ଥାଇଲାଣ୍ଡ, ରୁଷିଆ ଓ କଲମ୍ବିଆ ସହ ଆୟୋଜକ ମାନ୍ୟତା ପାଇଁ ଭାରତର ପ୍ରତିଦ୍ବନ୍ଦ୍ବିତା ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.